ନୂତନ ବି ଜେ ପି ସଭାପତି ଓ ନଗର ଜିଲ୍ଲା ପ୍ରତିନିଧି ଙ୍କୁ ସ୍ୱାଗତ ସମର୍ଦ୍ଧନା ।

ଜୁନାଗଡ଼, ୦୩/୦୫/୨୦୨୫ (ଓଡ଼ିଶା ସମାଚାର /ରକେଶ ବେମାଲ) ନୂତନ ଭାବେ ନିଯୁକ୍ତ ଜୁନାଗଡ଼ ନଗର ସଭାପତି ବିକ୍ରାନ୍ତ କୁମାର ପଟ୍ଟନାୟକ ଓ ନଗର ଜିଲ୍ଲା ପ୍ରତିନିଧି ଶିବରାମ ରାଉତ ଙ୍କୁ ନଗର ବି ଜେ ପି ତରଫରୁ ସ୍ଥାନୀୟ ବି ଜେ ପି କାର୍ଯ୍ୟାଳୟ ଠାରେ ସମର୍ଦ୍ଧନା ଦିଆଯାଇଛି ।

ନଗର ଜିଲ୍ଲା ପ୍ରତିନିଧି ଶିବରାମ ରାଉତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳିନ୍ଦ୍ରି ପାଣିଗ୍ରାହୀ, ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ, ବରିଷ୍ଟ ବି ଜେ ପି ସଦସ୍ୟ ହିମାଂଶୁ ଶେଖର ବରାଡ଼, ସତ୍ୟ ନାରାୟଣ ପଣ୍ଡା,କୁମ୍ବଲେ ପାଣିଗ୍ରାହୀ,ଉପସ୍ଥିତ ରହି ଉଦବୋଧନ ଦେଇ ଦଳ କୁ ମଜଭୁତ କରିବା ପାଇଁ ଉଦବୋଧନ ଦେଇ ଥିଲେ । ଏହି ସଭା ରେ ମିନିକେତନ ରଣା, ବଂଶୀଧର ମାସରା,କୁନା ବୈଠରୁ, ପପୁ ବୈଠରୁ, କୈଳାସ ଖେମକା, ଗଣେଶ ଗହୀର, ସୁଦର୍ଶନ ସେଠି, ବିନୟ ବୈଠରୁ, ଅଶୋକ, ମୋହମ୍ମଦ ସରିଫ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *