କିଶନନଗରରେ ପ୍ରଧାନମନ୍ତ୍ରୀ ଙ୍କ ୧୨୧ ତମ ସଂସ୍କରଣର ମନକି ବାତ୍ କାର୍ଯ୍ୟକ୍ରମ 

କଟକ ସଦର, ୨୭ /୦୪/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ଆଜି ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶବାଣୀ ଜରିଆରେ ୧୨୧ ତମ ସଂସ୍କରଣର ବାର୍ତ୍ତାଳାପକୁ କଟକ ସଦର ଅନ୍ତର୍ଗତ କିଶନନଗର ବିଜେପି ମଣ୍ଡଳ ପକ୍ଷରୁ କିଶନନଗର ଠାରେ ସିଧା ପ୍ରସାରଣର କାର୍ଯ୍ୟକ୍ରମ ଲୋକଙ୍କ ପାଇଁ ଅନୁଷ୍ଠିତ ହୋଇଥିବା ଜଣାପଡିଛି।

ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ ଙ୍କ ତତ୍ତ୍ୱାବଧାନରେ ଓ ପ୍ରତିନିଧି କ୍ଷିତେନ୍ଦ୍ର ମିତ୍ର ଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବ୍ଲକ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ବିରଞ୍ଚିନାରାୟଣ ପଣ୍ଡା, ପଣ୍ଡିତ ହୃଦାନନ୍ଦ ହୋତା,ସାଧୁ ଜେନା, ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରଭାତ କୁମାର ସେଠୀ, କାର୍ଯ୍ୟକାରୀ ସଭାପତି ବିମଳ ପଣ୍ଡା, ଅଧ୍ୟାପକ ଧରଣୀଧର ଜେନା, କାର୍ତ୍ତିକ ସାହୁ,ସଂଜୟ ସାହୁ,ଵାପି ନନ୍ଦ, ଚିତ୍ତରଞ୍ଜନ ମଲ୍ଲିକ, ସମୀର ସେନାପତି, ପ୍ରଦୀପ୍ତ ଦାସ, ପ୍ରଦୀପ୍ତ ପ୍ରଧାନ ପ୍ରମୁଖ ଙ୍କ ସହିତ ବହୁ ଲୋକ ଉପସ୍ଥିତ ହୋଇ ପ୍ରଧାନମନ୍ତ୍ରୀଙ୍କ ‘ଏକତା ହିଁ ଆମର ଵଳ’ ବାର୍ତ୍ତା କୁ ଶ୍ରଵଣ କରିଥିଲେ।

Leave a Reply

Your email address will not be published. Required fields are marked *