ମୁଖ୍ୟମନ୍ତ୍ରୀ ଙ୍କ ଦୁଃଖ ପ୍ରକାଶ ଓ ଅନୁକମ୍ପା ମୂଳକ ସହାୟତା ଘୋଷଣା 

ଭୁବନେଶ୍ୱର,୨୭/୦୪/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ନିଶ୍ଚିତକୋଇଲିର ରାମକୃଷ୍ଣପୁର ଗାଁ ପୋଖରୀରେ ବୁଡ଼ି ୨ ଶିଶୁଙ୍କର ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଏଥିସହ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ₹୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

https://x.com/CMO_Odisha/status/1916169171442012656

Leave a Reply

Your email address will not be published. Required fields are marked *