ଆଇପିଏସ ପ୍ରମୋସନ୍

ଭୁବନେଶ୍ୱର,୨୯/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ୫ ଜଣ ଆଇପିଏସ ଅଧିକାରୀ ଆଇଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଆଇପିଏସ ଅନୁପ ସାହୁ, ଅମି୍ରତା ଦାଶ, ଅନିରୁଦ୍ଧ କୁମାର ସିଂହ, ଅନୁପ କ୍ରୀଷ୍ଣା ଓ ସୁଧା ସିଂହ ଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି ।

Leave a Reply

Your email address will not be published. Required fields are marked *