ବିଜେପି କଟକ ନଗର ଜିଲ୍ଲା ସଭାପତି ହେଲେ ସୁକାନ୍ତ କୁମାର ବିଶ୍ବାଳ 

କଟକ ସଦର,୨୫/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଜେପି ର କଟକ ନଗର ସାଙ୍ଗଠନିକ ଜିଲ୍ଲା ସଭାପତି ଭାବେ ନିଆଳି ନିର୍ବାଚନ ମଣ୍ଡଳୀର ସୁକାନ୍ତ କୁମାର ବିଶ୍ବାଳ ମନୋନୀତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ପୂର୍ବରୁ କେବଳ ବାରବାଟୀ-କଟକ କୁ ନେଇ ନଗର ସାଂଗଠନିକ ଜିଲ୍ଲା କାର୍ଯ୍ୟ କରୁଥିବା ବେଳେ ଏବେ ତାହା ପୁନଃର୍ଗଠନ କରାଯାଇ ସେଥିରେ କଟକ ସଦର,ଚୈ।ଦ୍ୱ।ର-କଟକ ଓ ନିଆଳି ନିର୍ବାଚନ ମଣ୍ଡଳୀକୁ ଅନ୍ତର୍ଭୁକ୍ତ କରାଯାଇଛି। ଜଣେ ଦକ୍ଷ ବିଜେପି ସଂଗଠକ ଙ୍କୁ ନଗର ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଥିବା ରୁ ସୁକାନ୍ତ ବିଶ୍ୱାଳଙ୍କୁ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଶୁଭେଚ୍ଛା ଜଣାଇଛନ୍ତି।

 

Leave a Reply

Your email address will not be published. Required fields are marked *