କଟକ ସଦର, ୧୦/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅତିରିକ୍ତ ଵିଡିଓ ଝାଡେଶ୍ୱର ଦାସଙ୍କ ଖଣ୍ଡପଡ଼ା ଵ୍ଲକକୁ ଵଦଳି ହୋଇଥିବାରୁ ତାଙ୍କୁ ଆଜି (ଶୁକ୍ରବାର ଦିନ) ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ଵ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଵିଡିଓ ଇଂ ପ୍ରତୀକ କୁମାର ସାହୁ ସାମିଲ ହୋଇଥିଲେ। ଏହି ଅବସରରେ ପୂର୍ବରୁ ଏଠାରେ ଥିବା ଗୀରିଜା ଶଙ୍କର ଵାରିକ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବାରୁ ତାଙ୍କୁ ସ୍ୱ।ଗତ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାଯାଇଛି।
କଟକ ସଦର ଵ୍ଲକର ଅତିରିକ୍ତ ଵିଡିଓ ଙ୍କୁ ବିଦାୟକାଳୀନ ଓ ନୂତନ ଅତିରିକ୍ତ ଵିଡିଓ ଙ୍କୁ ସ୍ୱ।ଗତ ସମ୍ବର୍ଦ୍ଧନା
