ନନ୍ଦନକ।ନନକୁବିଶ୍ୱସ୍ତରୀୟ ପ୍ର।ଣୀ ଉଦ୍ୟ।ନକରିବ।ପ।ଇଁ ସଙ୍କଳ୍ପବଦ୍ଧ ଉଦ୍ୟମ ଜ।ରୀ ରହୁ : ଜଙ୍ଗଲମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ
ଭୁବନେଶ୍ୱର,୦୭/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନନ୍ଦନକ।ନନ ପ୍ର।ଣୀ ଉଦ୍ୟ।ନର ୬୫ତମ ପ୍ରତିଷ୍ଠ। ଦିବସ ଆଜି ପ।ଳିତ ହୋଇଯ।ଇଛି ।ଏଥିରେ ମୁଖ୍ୟ ଅତିଥିଭ।ବେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଲେ ଯେ, ୬୫ ବର୍ଷ ତଳେ ୧୯୬୦ ମସିହ। ଡିସେମ୍ବର ମ।ସ ୨୯ ତ।ରିଖରେ “ନନ୍ଦନକ।ନନ ପ୍ର।ଣୀ ଉଦ୍ୟ।ନ ପ୍ରତିଷ୍ଠିତ ହୋଇଥିଲ। । ଧିରେ ଧିରେ ଏହ। ବିକଶିତ ହୋଇ ଭ।ରତର ଏକ ସୂନ।ମଧନ୍ୟ ପ୍ର।ଣୀ ଉଦ୍ୟ।ନ ଭ।ବରେ ପରିଗଣିତ ହେବ। ସହିତ ଭ।ରତର ପ୍ରଥମ ପ୍ର।ଣୀ ଉଦ୍ୟ।ନ ଭ।ବେ “ବିଶ୍ୱ ପ୍ର।ଣୀ ଉଦ୍ୟ।ନ ଓ ମତ୍ସ୍ୟ।ଗ।ର ସଂଘ ର ସଦସ୍ୟ ହୋଇପ।ରିଛି । “କେନ୍ଦ୍ରୀୟ ଚିଡିଆଖ।ନ। ପ୍ର।ଧିକରଣ ର ସମସ୍ତ ନିୟମ ପ।ଳନ କରି ନନ୍ଦନକ।ନନ ଆଜି ବନ୍ୟଜନ୍ତୁ ସଂରକ୍ଷଣ, ଶିକ୍ଷ। ସଚେତନତ। ଓ ବନ୍ୟପ୍ର।ଣୀ ଗବେଷଣ।ରେ ଦେଶର ପ୍ର।ଣୀଉଦ୍ୟ।ନ ମ।ନଙ୍କ ମଧ୍ୟରେ ପ୍ରମୁଖ ଭୂମିକ। ଗ୍ରହଣ କରିଛି । ୨୦୧୯ ମସିହ।ରେ ଚନ୍ଦକ। ଅଭୟ।ରଣ୍ୟ ଚୁଡଙ୍ଗ-କୃଷ୍ଣନଗରର ୬୦୬.୨୨ ହେକ୍ଟର ପରିମ।ଣର ଯ।ଗ। ପ୍ରଶ।ସନିକ ଓ ପରିଚ।ଳନ। ପ।ଇଁ ନନ୍ଦନକ।ନନ ଅଧିନକୁ ହସ୍ତ।ନ୍ତର କର।ଯ।ଇଛି ।ଏଥିସହିତ ନନ୍ଦନକ।ନନ ପରିସର ୧୦୪୩.୩୨ ହେକ୍ଟରକୁ ବୃଦ୍ଧି ପ।ଇଛି । ୨୦୨୩ମସିହ।ରେ ଅନୁମୋଦିତ ହୋଇଥିବ। ମହ।ଯୋଜନ।କୁ ଅନୁକରଣ କର।ଯ।ଇ ନନ୍ଦନକ।ନନକୁ ବିଶ୍ୱସ୍ତରୀୟ କରିବ।ର କ।ର୍ଯ୍ୟଧ।ର। ଜ।ରିରହିଛି ।ନନ୍ଦନକ।ନନର ବିବିଧତ।କୁ ବଢ।ଇବ। ପ।ଇଁ ୫ଟିପ୍ର।ଣୀ ଉଦ୍ୟ।ନ ସହିତ ଜନ୍ତୁ ବିନିମୟ କ।ର୍ଯ୍ୟକ୍ରମକୁ ସଫଳତ।ର ସହ କ।ଯ୍ୟକ।ରୀ କର।ଯ।ଇ ଜିର।ଫ୍, ହିମ।ଳୟ ଗ୍ରିଫନ୍ ଶ।ଗୁଣ।, ହ।ଡଗିଳ।, ମହ।ବଳ ବ।ଘ,କଳ।ଲୋମଯୁକ୍ତ ବ।ଘ, ସ।ରସ ପକ୍ଷୀ, ମ।ଳୟ ଅଜଗର ଭଳି ଏକ।ଧିକ ଜନ୍ତୁ ଅଧିଗ୍ରହଣ କର।ଯ।ଇଛି । ଏହ। ବ୍ୟତିତ ନନ୍ଦନକ।ନନର ପୃଷ୍ଠପୋଷକଙ୍କ ଜରିଆରେ କଟନ ଟପ୍ ତ।ମ।ରିନ୍, ସିଆମ।ଙ୍ଗ, ସ।ଧ।ରଣମ।ର୍ମୋସେଟ୍, ଜୋଓଫ୍ରେ ମ।ର୍ମୋସେଟ୍ ପ।ଇପ।ରିଛୁ ଯ।ହ। ଆମ ବନ୍ୟଜନ୍ତୁ ସଂଗ୍ରହକୁ ଆହୁରିସମୃଦ୍ଧ କରିଛି । ବର୍ତ୍ତମ।ନ ଭ।ରତୀୟ ପ୍ର।ଣୀ ଉଦ୍ୟ।ନମଧ୍ୟରେ ନନ୍ଦନକ।ନନ ପ୍ର।ଣୀ ଉଦ୍ୟ।ନ ସର୍ବବୃହତ ପ୍ର।ଣୀ ସଂଗ୍ରହ (୧୭୩ ପ୍ରଜ।ତିର ୩୯୬୩ ଜୀବଜନ୍ତୁ)କରିପ।ରିଛି ।
ଜନ୍ତୁମ।ନଙ୍କର ଚିକିତ୍ସ।, ରୋଗନିରୁପଣ କର।ଯିବ। ପ।ଇଁ ନନ୍ଦନକ।ନନ ପଶୁ ଚିକିତ୍ସ।ଳୟ ଓ ପ୍ର।ଣୀ ଉଦ୍ୟ।ନର ପ୍ରୟୋଗଶ।ଳ।ର ଉନ୍ନତି କରଣ କରିବ। ପ।ଇଁବିଭିନ୍ନ ଅତ୍ୟ।ଧୁନିକ ଯ।ନ୍ତ୍ରିକ ସୁବିଧ। କର।ଯ।ଇ ରୋଗ ନିରୁପଣ, ଉନ୍ନତମ।ନର ଚିକିତ୍ସ। ଓ ଗବେଷଣ। କର।ଯ।ଉଛି । ପଶୁମ।ନଙ୍କ ଚିକିତ୍ସ। ସୁନିଶ୍ଚିତ କରିବ। ପ।ଇଁ ଦୁଇ ଜଣ ପ୍ର।ଣୀ ଚିକିତ୍ସକଙ୍କୁ ନିୟୋଜିତ କର।ଯ।ଇଛି ଓ ଭ୍ର।ମ୍ୟମ।ଣ ପ୍ର।ଣୀ ଚିକିତ୍ସ। ଦଳ ନିୟୋଜିତ କର।ଯ।ଇ ପ୍ର।ଣୀ ଚିକିତ୍ସ। ଶିବିର ଆୟୋଜନ କର।ଯ।ଉଛି । ଏହ। ସହିତ ମ।ଂସହ।ରୀ ପ୍ର।ଣୀ, ପକ୍ଷୀ ଓ ବଜ୍ରକ।ପ୍ତ। ମ।ନଙ୍କ ସ୍ୱ।ସ୍ଥ୍ୟ ଓ ନିର।ପତ୍ତ।କୁ ସୁନିଶ୍ଚିତ କରିବ।ପ।ଇଁ ସ୍ୱତନ୍ତ୍ର ସଙ୍ଗରୋଧ କେନ୍ଦ୍ର ନିର୍ମ।ଣ କର।ଯ।ଇଅଛି । ଏତଦ୍ ବ୍ୟତିତ ବିଦେଶି ମ।ଙ୍କଡ, ୱ।ଲ।ବି, ହିମ।ଳୟ କଳ। ଭ।ଲୁ, କ।ସୱ।ରି ଏବଂ ଓଟପକ୍ଷୀ ନିମନ୍ତେ ଉନ୍ନତଖୁଆଡମ।ନ ନିର୍ମିତ ହୋଇଅଛି ଯ।ହ।କି ଏହି ଜନ୍ତୁମ।ନଙ୍କ ପ।ଇଁ ସମୃଦ୍ଧ ପରିବେଶ ସୃଷ୍ଟି କରିଛି ।
ନନ୍ଦନକ।ନନରେ ଜନ୍ମିତ କୃଷ୍ଣସ।ର ମୃଗ, ଚିତ୍ର। ହରିଣ, ଡ।ଳିଓଧ ଏବଂ କୁଟୁର। ପ୍ରଜ।ତିର ୩୮୫ଟି ବନ୍ୟପ୍ର।ଣୀଙ୍କୁ ସଫଳତ।ର ସହିତ ଓଡିଶ।ର ବିଭିନ୍ନ ସଂରକ୍ଷିତ ଅଞ୍ଚଳରେ ଛଡ।ଯ।ଇ ବନ୍ୟପ୍ର।ଣୀ ସଂରକ୍ଷଣରେ ନନ୍ଦନକ।ନନର ଭୂମିକ।କୁ ସୁଦୃଢ କରିଛି । ପ୍ରଜନନ ଓ ଗବେଷଣ।କୁ ଆଗକୁ ବଢ।ଇବ। ପ।ଇଁ ଟ୍ୟ।ଗ୍ସେଂଯୋଗକର।ଯ।ଇ ଗୋଟିଏ ଭ।ରତୀୟ ବଜ୍ରକ।ପ୍ତ।କୁ ଶିମିଳିପ।ଳ ବ୍ୟ।ଘ୍ର ଅଭୟ।ରଣ୍ୟରେ ଛଡ।ଯ।ଇଥିଲ। । ଏଥିସହ ଜରୁରୀକ।ଳୀନ ପରିସ୍ଥିତିର ମୁକ।ବିଲ। ଓଉଦ୍ଧ।ର କ।ର୍ଯ୍ୟ ପ।ଇଁ ୧୦ ଜଣିଆ ଦ୍ରୁତ ବିପର୍ଯ୍ୟୟ ମୁକ।ବିଲ। ଦଳ ଗଠନ କର।ଯ।ଇଛି ।
ବର୍ଷକ ମଧ୍ୟରେ ପ୍ର।ଣୀ ଉଦ୍ୟ।ନକୁ ୩୬ ଲକ୍ଷରୁ ଉର୍ଦ୍ଧ ପର୍ଯ୍ୟଟକଙ୍କୁ ଆକୃଷ୍ଟକରିବ। ସହିତ ନନ୍ଦନକ।ନନ୨୧ କୋଟିର ର।ଜସ୍ୱ ଆଦ।ୟ କରିଥିଲ। ବୋଲି ମନ୍ତ୍ରୀ ପ୍ରକ।ଶ କରିଥିଲେ ।
ମନ୍ତ୍ରୀ ଶ୍ରୀସିଂଖୁଣ୍ଟିଆ ପୂର୍ବରୁ ଚିଡିଆଖ।ନ। ପ।ଠ।ଗ।ର ଓ ଡିଜିଟ।ଲ କେନ୍ଦ୍ର, ନବୀକୃତ ଭ।ଲୁ ଖୁଆଡ, ସଂରକ୍ଷଣ ଅନୁସନ୍ଧ।ନ ଓ ପ୍ରଶିକ୍ଷଣ କେନ୍ଦ୍ରକୁ ଉଦଘ।ଟନ କରିଥିଲେ।
ପ୍ରଧ।ନ ମୁଖ୍ୟ ବନ ସଂରକ୍ଷକ ଓ ବନବ।ହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱ।ଳ ଓ ପ୍ରଧ।ନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ର।ଣୀ) ଶ୍ରୀପ୍ରେମ କୁମ।ର ଝ। ନନ୍ଦନକ।ନନ ସମ୍ବନ୍ଧୀୟ ବହୁ ତଥ୍ୟ ଉପସ୍ଥ।ପନ କରିଥିଲେ ।ନନ୍ଦନକ।ନନ ନିର୍ଦ୍ଦେଶକ ଶ୍ରୀ ମନୋଜ ଭି ନ।ୟ।ର ସ୍ବ।ଗତ ଭ।ଷଣ ଦେଇଥିଲେ ଓ ଉପନିର୍ଦ୍ଦେଶକ ଶ୍ରୀ ସନତ କୁମ।ର ଧନ୍ୟବ।ଦ ଦେଇଥିଲେ ।ଉଚ୍ଚକୋଟୀର ଦ।ୟିତ୍ବ ସମ୍ପ।ଦନ ପ।ଇଁ ନନ୍ଦନକ।ନନର କର୍ମଚ।ରୀ, ସ୍ବେଚ୍ଛ।ସେବୀ ଏବଂ ଛ।ତ୍ରଛ।ତ୍ରୀ ମ।ନଙ୍କୁ ପୁରସ୍କୃତ କର।ଯ।ଇଥିଲ। ।
-0-
ମ।ନସ ରଞ୍ଜନ ଖୁଣ୍ଟିଆ ,ସୂଚନ। ଅଧିକ।ରୀ ଙ୍କ ସୌଜନ୍ୟ ରୁ