# ସକ।ଳ ୮.୩୦ରେ ଜ।ତୀୟ ପତ।କ। ଉତ୍ତୋଳନ କରିବେ ମହ।ମହିମ ର।ଜ୍ୟପ।ଳ
# ପ୍ରମୁଖ ଶ।ସନ ସଚିବଙ୍କ ଅଧ୍ୟକ୍ଷତ।ରେ ସ।ଧ।ରଣତନ୍ତ୍ର ଦିବସ ପ।ଳନ ପ୍ରସ୍ତୁତିର ବିସ୍ତୃତ ସମୀକ୍ଷ।
# ଓଡ଼ିଆ ଅସ୍ମିତ। ଓ ଓଡ଼ିଶ।ର ବରପୁତ୍ରମ।ନଙ୍କୁ କେନ୍ଦ୍ରରେ ରଖି ପ୍ରସ୍ତୁତି
ଭୁବନେଶ୍ୱର, ୦୨/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଚଳିତ ବର୍ଷ ୭୬ ତମ ର।ଜ୍ୟସ୍ତରୀୟ ସ।ଧ।ରଣତନ୍ତ୍ର ଦିବସ ପ।ଳନରେ ଓଡ଼ିଶ।ର ମହ।ମହିମ ର।ଜ୍ୟପ।ଳ ମୁଖ୍ୟ ଅତିଥି ଭ।ବେ ଯୋଗଦେଇ ଜ।ତୀୟ ପତ।କ। ଉତ୍ତୋଳନ କରିବେ । ଏ ସଂକ୍ର।ନ୍ତରେ ସୂଚନ। ଓ ଲୋକସଂପର୍କ ବିଭ।ଗର ପ୍ରମୁଖ ଶ।ସନ ସଚିବ ଶ୍ରୀ ସଂଜୟ କୁମ।ର ସିଂହଙ୍କ ଅଧ୍ୟକ୍ଷତ।ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯ।ଇଛି ।
ସ।ଧ।ରଣତନ୍ତ୍ର ଦିବସ ହେଉଛି ସମସ୍ତଙ୍କ ପ।ଇଁ ଗର୍ବ, ଗୌରବ ଓ ଭ।ବ।ବେଗର ପ୍ରତୀକ । ଏହି ଅବସରରେ ଓଡ଼ିଶ।ର ମହ।ମହିମ ର।ଜ୍ୟପ।ଳ ମହ।ତ୍ମ। ଗ।ନ୍ଧୀ ମ।ର୍ଗରେ ହେବ।କୁ ଥିବ। ର।ଜ୍ୟସ୍ତରୀୟ ସ।ଧ।ରଣତନ୍ତ୍ର ଦିବସ ସମ।ରୋହରେ ମୁଖ୍ୟ ଅତିଥି ଭ।ବେ ଯୋଗଦେଇ ପୂର୍ବ।ହ୍ନ ୮.୩୦ରେ ଜ।ତୀୟ ପତ।କ। ଉତ୍ତୋଳନ କରିବେ ଓ ଅଭିବ।ଦନ ଗ୍ରହଣ କରିବେ । ତେଣୁ ଉକ୍ତ ସମ।ରୋହର ପ୍ରସ୍ତୁତିର ବିଭିନ୍ନ ଦିଗକୁ ପ୍ରମୁଖ ଶ।ସନ ସଚିବ ଶ୍ରୀ ସିଂହ ବିସ୍ତୃତ ଭ।ବରେ ସମୀକ୍ଷ। କରିଥିଲେ । ସ।ଧ।ରଣତନ୍ତ୍ର ଦିବସ ସମ।ରୋହରେ ଓଡ଼ିଆ ଅସ୍ମିତ। ଏବଂ ଓଡ଼ିଶ।ର ବରପୁତ୍ରମ।ନଙ୍କ ପ୍ରତି ଯଥୋଚିତ ସମ୍ମ।ନ ପ୍ରଦର୍ଶନକୁ ମୁଖ୍ୟ ଆଧ।ର ରୂପେ ଗ୍ରହଣ କରି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥ। କରିବ। ପ।ଇଁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ପ୍ରଦର୍ଶିତ ହେବ।କୁ ଥିବ। ର।ଜ୍ୟ ସରକ।ରଙ୍କ ବିଭିନ୍ନ ବିଭ।ଗର ପ୍ରଜ୍ଞ।ପନ ମେଢ ଗୁଡ଼ିକ ବିଷୟରେ ମଧ୍ୟ ଆଲୋଚନ। ହୋଇଥିଲ।
ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ, ପ।ର୍କ, ବସ୍ଷ୍ଟ।ଣ୍ଡ ଆଦିରେ ଡ।କବ।ଜି ଯନ୍ତ୍ର ଯୋଗେ ପ୍ରଭ।ତରେ ର।ମଧୁନ୍ ପରିବେଷଣ ଦ୍ୱ।ର। ଦେଶପ୍ରେମ ଉଦ୍ରେକକ।ରୀ ପରିବେଶ ସୃଷ୍ଟି କରିବ। ପ।ଇଁ ସମ୍ଭ।ବିତ ପଦକ୍ଷେପଗୁଡ଼ିକ ବିଷୟରେ ଆଲୋଚନ। କର।ଯ।ଇଥିଲ। । ଏହ। ସହ ସୂଚନ। ଓ ଲୋକସଂପର୍କ ବିଭ।ଗ ଦ୍ୱ।ର। ପତ।କ। ଉତ୍ତୋଳନ ସ୍ଥ।ନଠ।ରେ ଆନୁଷଙ୍ଗିକ ବ୍ୟବସ୍ଥ। ଗ୍ରହଣ, ସ୍ୱ।ଧୀନତ। ଦିବସ ଉତ୍ସବର ଟିଭି ଓ ସ।ମ।ଜିକ ଗଣମ।ଧ୍ୟମ ଯୋଗେ ସିଧ। ପ୍ରସ।ରଣ, ଗଣମ।ଧ୍ୟମକୁ ସୂଚନ। ପ୍ରଦ।ନ, ଉତ୍ସବ ସ୍ଥଳର ସ।ଜସଜ୍ଜ।, ନିମନ୍ତ୍ରିତ ଅତିଥିଙ୍କ ଉପବେସନ ବ୍ୟବସ୍ଥ। ଆଦି ବଷୟରେ ଆଲୋଚନ। ହୋଇଥିଲ। ।
ସ୍ୱ।ଧୀନତ। ଦିବସ ଉପଲକ୍ଷେ କେନ୍ଦ୍ର ଓ ର।ଜ୍ୟ ସରକ।ରଙ୍କ ବିଭିନ୍ନ କ।ର୍ଯ୍ୟ।ଳୟ, ସରକ।ରୀ ଉଦ୍ୟୋଗ ଓ ପ୍ରମୁଖ କୋଠ।ରେ ଆଲୋକ ସଜ୍ଜ।ର ବ୍ୟବସ୍ଥ। କର।ଯିବ । ସେହିପରି ସୁରକ୍ଷ। ବ୍ୟବସ୍ଥ। ତଥ। ଟ୍ର।ଫିକ୍ ନିୟନ୍ତ୍ରଣକୁ କମିଶନରେଟ୍ ପୋଲିସ ପକ୍ଷରୁ ପରିଚ।ଳନ। କର।ଯିବ ।
ଏହି ବୈଠକରେ ବିଭ।ଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର କୁମ।ର ପରିଡ଼।, ଅତିରିକ୍ତ ଶ।ସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟ। ସ।ହୁ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମ।ର ଦ।ସ, ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତ। ପ୍ରିୟଦର୍ଶିନୀଙ୍କ ସମେତ ବିଭ।ଗୀୟ ଅଧିକ।ରୀମ।ନେ ଉପସ୍ଥିତ ରହିଥିଲେ ।
-0-
ବିନାୟକ ମିଶ୍ର ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ