ଶିରିଡି ସାଇ ମନ୍ଦିର , ବସନ୍ତପୁର ର ସଂଯୋଗୀକରଣ ରାସ୍ତା ମରାମତି ନିମନ୍ତେ ଅନୁଧ୍ୟାନ।

ଗରଦପୁର, ୨୧/୧୧/୨୦୨୪ (ଓଡ଼ିଶା ସମାଚାର)- ତେଣ୍ଡାକୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବସନ୍ତପୁର ସ୍ଥିତ ଶିରିଡି ସାଇ ମନ୍ଦିର କୁ ସଂଯୋଗୀକରଣ ରାସ୍ତାର ମରାମତି ନିମନ୍ତେ ଟ୍ରଷ୍ଟର ଅନୁରୋଧ କ୍ରମେ ଆଜି ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ ରଶ୍ମି ରଞ୍ଜନ ପତି, ସହକାରୀ ଯନ୍ତ୍ରୀ ଇଂ ଜିତେନ ସାହୁ ଏବଂ କନିଷ୍ଠ ଯନ୍ତ୍ରୀ ଇଂ ସତ୍ୟ ସୁନ୍ଦର ଦାଶ ଅନୁଧ୍ୟାନ କରି କାର୍ୟ୍ୟ ର ଅଗ୍ରଗତି ନିମନ୍ତେ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଥିବା ହେତୁ ଟ୍ରଷ୍ଟ ତରଫରୁ ସଭାପତି ଡ଼. ରୁଦ୍ର ମହାନ୍ତି ସେମାନଙ୍କୁ କ୍ରୁତଜ୍ଞତା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *