ଅସହାୟ ପରିବାର କୁ ସହାୟତା ପ୍ରଦାନ

ସାଲେପୁର, ୩୧/୧୦/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ନାନପୁର ଗ୍ରାମର କେଶବ ସାମଲ ଙ୍କ ଧର୍ମ ପତ୍ନୀଙ୍କର ଦେହାନ୍ତ ହୋଇଯାଇଛି । କେଶବ ସାମଲ ଙ୍କର ଦୁଇଟି ପୁଅ ରହିଥିବା ବେଳେ, ଜଣେ ପୁଅ ଦଶମ ଶ୍ରେଣୀ ରେ ପଢୁଛନ୍ତି । ଏଭଳି ଦୁଖଃଦ ଖବର ପାଇ ସୁଦୂର ଆମେରିକା ରେ ଥିବା ବଦାନ୍ୟ ବ୍ୟକ୍ତି ଶ୍ରୀକାନ୍ତ ନାୟକ ଙ୍କ ସହ ପ୍ରୟାଗ ଖବର ର ଟିମ ନାନପୁର ଗ୍ରାମ ରେ ପହଂଚି ଏହି ଦୁଃଖୀ ପରିବାର କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଆଗାମୀଦିନରେ ଦଶମ ଶ୍ରେଣୀ ରେ ପଢ଼ୁଥିବା ପିଲାଟିର ଭବିଷ୍ୟତ ଗଢି ତୋଳିବା ନିମନ୍ତେ ସାହାଯ୍ୟ ଓ ସହଯୋଗ କରିବାର ପ୍ରତିଶୃତି ଦେଇଥିଲେ ।

Leave a Reply

Your email address will not be published. Required fields are marked *