ବାଲିଗୁଡା, ୨୯/୧୦/୨୦୨୪ (ଓଡ଼ିଶା ସମାଚାର)- ଉପଖଣ୍ଡ ପ୍ରଶାନ,ବାଲିଗୁଡା ସୌଜନ୍ୟ ରେ ଯୁବ ଭୋଟରଙ୍କୁ ସଚେତନତା କରିବା ପାଇଁ ସ୍ଥାନିୟ ମିନିଷ୍ଟାଡିୟମ ଠାରୁ ତ୍ରୀବେଦୀ ପାର୍କ ପର୍ଯ୍ୟନ୍ତ ୱାକଥନ କାର୍ଯ୍ୟକ୍ରମ ସହ ପଥ ଉତ୍ସବ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ଉପଜିଲ୍ଲାପାଳ ଡା ରୀନା ପ୍ରଧାନ ଯୁବ ଭୋଟଙ୍କୁକହିଛନ୍ତି ଏହି କାର୍ଯ୍ୟକ୍ରମର ମୁଳଲକ୍ଷହେଲା ଭୋଟର ମାନଙ୍କ ମଧ୍ୟରେ ସଚେତନତା ଶୃଷ୍ଟି କରିବା ଭୋଟ ଦେଇ ନିଜର ଅଧିକାର ସାବ୍ୟସ୍ତ କରିବା ଗୋଟେ ଗୁରୁତ୍ୱପୁର୍ଣ୍ଣ କାମ ଅଟେ,ଭାରତର ନାଗରିକ ହିସବରେ ଯେଉଁ ମାନ ନୁତନ ଭୋଟର ମାନେ ଯେଉଁମାନଙ୍କୁ ୧୮ବର୍ଷରୁ ଉର୍ଦ୍ଧ ହୋଇଯାଇଛି ସେମାନେ କିଭଳି ଭାବରେ ଭୋଟର ପକ୍ରିୟାରେ ନିଜକୁ ସାମିଲ କରିପାରିବେ ପଂଜିକୃତ କେଉଁଭଳିଆ କରାଯାଇପାରିବ ତାକୁ ଆଜିବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥାପନା କରାଯିବ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଧିରଜ କୁମାର ପାତ୍ର, ରାଜେନ୍ଦ୍ର ନାରାୟଣ ସେନାପତ,ହରେକୃର୍ଷ୍ଣ ରାଉତ,ରୁପକ କୁମାର କୁଜୁର ପ୍ରମୁଖ ମଂଚାସିନ ଥିଲେ । ଏହିକାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷକ ତିର୍ଥବାସୀ ଘଡେଇ । ଚିତ୍ର ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ୍ୟାଇଛି ।