ଜୁନାଗଡ଼ , ୧୯/୧୦/୨୦୨୪ (ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ର ଲଲାଟେନ୍ଦୁ ଦଣ୍ଡସେନା ୪୭ ନମ୍ୱର ସ୍ଥାନରେ ଆଜି ପ୍ରକାଶ ପାଇଥିବା ଓଡିଶା ପ୍ରଶାସନିକ ସେବା ପରୀକ୍ଷା ରେ ସଫଳତା ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କର ରାଜ୍ୟରେ ୪୭ ରାଙ୍କ ରହିଥିବା ଜଣାପଡିଛି । ସେ ଜୁନାଗଡ଼ ମଧ୍ୟମପଡା ଜଗନ୍ନାଥ ଦଣ୍ଡସେନା ଓ ଶାନ୍ତି ଦଣ୍ଡସେନା ଙ୍କ ପୁଅ । ତାଙ୍କ ସଫଳତା ପାଇଁ ଜୁନାଗଡ଼ ସହର ରେ ଆନନ୍ଦ ଖେଳି ଯାଇଛି ଓ ତାଙ୍କୁ ଶୁଭେଛା ର ସୁଅ ଛୁଟିଛି ।
ଓଡିଶା ପ୍ରଶାସନିକ ସେବା ପରୀକ୍ଷା ରେ ଜୁନାଗଡ଼ ପୁଅର ସଫଳତା
