କଳିଙ୍ଗ ବାଲିଯାତ୍ରା ୨୦୨୪ ର ସ୍ମରଣୀକା ନିମନ୍ତେ ଲେଖା ଆହ୍ଵାନ

ଜଗତସିଂହପୁର,୧୯/୧୦/୨୦୨୪ (ଓଡ଼ିଶା ସମାଚାର)- ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳିଙ୍ଗ ବାଲିଯାତ୍ରା ଉତ୍ସବ, ୨୦୨୪ ତା୧୪.୧୧.୨୦୨୪ ରିଖ ଠାରୁ ତା ୨୦.୧୧.୨୦୨୪ ରିଖ ପର୍ଯ୍ୟନ୍ତ ପାରାଦ୍ୱୀପ ସମୁଦ୍ର ବେଳାଭୂମି ବାଲିଯାତ୍ରା ପଡିଆ ରେ ମହା ସମାରୋହରେ ପାଳିତ କରାଯିବା ସହିତ ଏକ ମନୋଜ୍ଞ ସ୍ମରଣିକା ପ୍ରକାଶ ହେବାକୁ ସ୍ଥିର ହୋଇଛି । ଉକ୍ତ ସ୍ମରଣିକାରେ ଲେଖାଦେବା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ  ନିଜ ଲେଖା ସହିତ ନାମ ଓ ଠିକଣା ତା ୩୧.୧୦.୨୦୨୪ରିଖ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ପାରାଦୀପଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *