ରାଉରକେଲା, ୧୮/୧୦/୨୦୨୪ (ଓଡ଼ିଶା ସମାଚାର)- ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ ଠାରେ ରୋଟାରି କ୍ଲବ ଦ୍ୱାରା ଆୟୋଜିତ ବ୍ୟାଡମିଣ୍ଟନ ପ୍ରତିଯୋଗିତା ରେ ୧୫ ବର୍ଷ ରୁ କମ ପ୍ରତିଯୋଗୀ ମାନେ ଭାଗ ନେଇଥିଲେ । ଯାହା କି ଅକ୍ଟୋବର ୯ ଓ ୧୦ ରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଡିସୈ।ଜା ସ୍କୁଲ ର ଛାତ୍ରୀ ଅର୍ପିତା ବର୍ମା ନିଜର କୌଶଳ ଓ ପରିଶ୍ରମ ଦ୍ୱାରା ଫାଇନାଲ କୁ ପହଞ୍ଚି ଦ୍ୱତୀୟ ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ଏହି ସଫଳତା ବିଦ୍ୟାଳୟ ପାଇଁ ଖୁସି ଆଣିଦେଇଛି । ବିଦ୍ୟାଳୟ ତରଫରୁ ତାଙ୍କୁ ଭବିଷ୍ୟତ ରେ ଜଣେ ଭଲ ଖେଳାଳୀ ହେବା ପାଇଁ ପ୍ରୋତ୍ସକ୍ଷହିତ କରା ଯାଇଛି ।
ଡିସୈ।ଜା ସ୍କୁଲ ର ଛାତ୍ରୀ ଅର୍ପିତା ବର୍ମା ଙ୍କୁ ବ୍ୟାଡ ମିଣ୍ଟନ ରେ ସଫଳତା
