ଭୁବନ ୧୧/୧୦/୨୦୨୪ (ଓଡ଼ିଶା ସମାଚାର)-ସହିଦ ବାଜି ରାଉତ ଙ୍କ ୮୭ ତମ ଶ୍ରାଦ୍ଧ ଉତ୍ସବ ଅବସରରେ ଭୁବନ ଏନ୍ ଏ ସି ଅନ୍ତର୍ଗତ କାଳୀ ବଜାର ଠାରେ ଥିବା ସହିଦ ଙ୍କ ପ୍ରତିମୂର୍ତ୍ତି ରେ
ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ନଗରପାଳ ଶୁଭେନ୍ଦୁ କୁମାର ସାହୁ।
ନଗରପାଳ ଙ୍କ ସହିତ କାଉନସିଲର ଗିରିଧାରୀ ସାହୁ, ନରେନ୍ଦ୍ର ବେହେରା, ପପୁ କୁମାର ସାହୁ, କବିତା ସେନାପତି, କଳ୍ପନା ବେହେରା ,ଉପ ନଗରପାଳ ମାନିନୀ ସାହୁ ଏବଂ ଦଳୀୟ କର୍ମୀ ମାନେ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଡାକ୍ତରଖାନା ରେ ରୋଗୀ ଙ୍କୁ ଫଳ ବଣ୍ଟନ କରିଥିଲେ ।
ବାଜି ରାଉତ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନଗରପାଳ
