ସୁନ୍ଦରଗଡ଼ ୧୯/୯/୨୦୨୪ (ଓଡ଼ିଶା ସମାଚାର)- ସୁନ୍ଦରଗଡ଼ ଦର୍ଲିପାଲି ପାୱାରପ୍ଲାଂଟ ନିକଟରେ ଗୁଳିକାଣ୍ଡ । ୨୦ ରୁ ୨୫ ଜଣ ମୁଖା ପିନ୍ଧା ଦୁର୍ବୃତ ଜଣେ ବ୍ୟବସାୟୀ ଙ୍କୁ ଗୁଳି ଫୁଟାଇ ଆକ୍ରମଣ କରିବା ସହିତ ଭୟଭିତ କରିବାକୁ ପ୍ରୟାସ କରିଥିଲେ ।ଫ୍ଲାଇ ଆସ ବେପାରକୁ ନେଇ ଏହି ଘଟଣା ଘଟିଥିବା କୁହାଯାଉଛି । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଛି ।