ଦଶମ ରାଜ୍ୟ ସ୍ତରୀୟ କରାଟେ ଚମ୍ପିୟାନସିପରେ ହଂସିତାଙ୍କୁ ସ୍ଵର୍ଣ୍ଣ ଓ ରୌପ୍ୟ ପଦକ ।

 କଟକ, ୨୦/୭/୨୦୨୪ (ଓଡ଼ିଶା ସମାଚାର)-ଖାନନଗର କେନ୍ଦ୍ରୀୟ ବିଦ୍ୟାଳୟ – ୨ ଦଶମ ଶ୍ରେଣୀର ଛାତ୍ରୀ ହଂସିତା ଜେନା ଜବାହର ଲାଲ ନେହେରୁ ଇନ୍ ଡୋର ଷ୍ଟାଡିୟମ୍ କଟକ ଠାରେ ଅନୁଷ୍ଠିତ ଦଶମ ରଜ୍ୟ ସ୍ତରୀୟ ଓପନ ଟି.ଏସ୍.କେ.ଏଫ୍.ଆର.କରାଟେ ଚମ୍ପିୟାନସିପ – ୨୦୨୪ ପ୍ରତିଯୋଗିତାରେ କୁମିଟେ (ଫାଇଟିଙ୍ଗ)ରେ ପ୍ରଥମ ଓ କାତାରେ ଦ୍ୱିତୀୟ ସ୍ଥାନ ଅଧିକାରୀ କରି ସ୍ଵର୍ଣ୍ଣ ଓ ରୌପ୍ୟ ପଦକ ଲାଭ କରିଛନ୍ତି ।  ସେ ମାଖନଲାଲ ଜେନା ଓ ମୋନାଲିସା ଜେନାଙ୍କ ପୁତ୍ରୀ ।

Leave a Reply

Your email address will not be published. Required fields are marked *