ଜନ ଜାଗରଣର ପ୍ରତୀକ : ଡକ୍ଟର କଲିମୁଲ୍ଲା ।

କଟକ, ୧୯/୭/୨୦୨୪ (ଓଡ଼ିଶା ସମାଚାର)-ଶିକ୍ଷାବିତ୍ ପ୍ରାଧ୍ୟାପକ ଡକ୍ଟର କଲିମୁଲ୍ଲା ଏକା ଧାରରେ ଜଣେ ସଂଗଠକ,ଅହଙ୍କାର ବିବର୍ଜିତ୍ ମାନବ,ବାଗ୍ମୀ,ଯଶଶ୍ଵି ସାହିତ୍ୟିକ,ସମାଜସେବୀ, ସମାଜ ସଂସ୍କାରକ,ପରିବେଶବିତ୍ ଆଉ ଦକ୍ଷ ପ୍ରଶାସକ ଭାବେ ସର୍ଵ ଜନ ବିଦିତ ଅମୃତ ପ୍ରାଣ । ୪୨ ମୌଜା ରାଉତରାପୁର ଗ୍ରାମରେ ଜନ୍ମ । ସୁଦର୍ଶନ ମହାବିଦ୍ୟାଳୟ ୪୨ ମୌଜାରେ ଅର୍ଥନୀତି ବିଭାଗ ମୁଖ୍ୟ, ଅଧୁନା ଅବସରପ୍ରାପ୍ତ । ସେବା,ତ୍ୟାଗର ପ୍ରତୀକ ଓ ଜାତୀୟ ଚେତନାରେ ଉଦବୁଦ୍ଧ । ତାଙ୍କ ଶିକ୍ଷାଦାନ ବ୍ୟବସ୍ଥା ଅତି ଉଚ୍ଚ ମାନର ଏବଂ ସରଳ ବୋଧଗମ୍ୟ । ସେ ଜାତୀୟ ସମ୍ମାନ ପ୍ରାପ୍ତ ସାରସ୍ଵତ ସାଧକ ତାଙ୍କ ଦୀର୍ଘ ନିରାମୟ ଜୀବନ ଏ ସମାଜ କାମନା କରେ ।

Leave a Reply

Your email address will not be published. Required fields are marked *