ସେନ୍‌କୋ ଗୋଲ୍ଡ ଆଣ୍ଡ  ଡାଇମଣ୍ଡ୍‌ ସହ ଚଳିତ ରଥଯାତ୍ରାରେ ଘରକୁ ଆଣନ୍ତୁ ଦେବତ୍ୱର ଅନୁଭୂତି

ନୂଆଦିଲ୍ଲୀ,୫/୭/୨୦୨୪ (ଓଡ଼ିଶା ସମାଚାର)-ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପକ୍ଷରୁ ଆଚରଣ ଓସୌନ୍ଦର୍ଯ୍ୟତାକୁ ଆଲୋକିତ କରୁଥିବା ସ୍ୱତନ୍ତ୍ର ଅଳଙ୍କାର ସହିତ ରଥର ପର୍ବ ଭାବେ ପରିଚିତ ରଥଯାତ୍ରାର ପବିତ୍ର ମହୋତ୍ସବକୁ ପାଳନ କରିବାପାଇଁ ଏକ ସ୍ୱତନ୍ତ୍ର ଅଫର୍‌ର ଲଂଚ ଘୋଷଣା କରାଯାଇଛି। ରଥଯାତ୍ରା ବିଶ୍ୱବ୍ୟାପୀ ପାଳିତ ହୋଇଥାଏ କିନ୍ତୁ ସବୁଠାରୁ ପ୍ରସିଦ୍ଧ ଓ ବିଶାଳ ଉତ୍ସବ ଓଡିଶା ଓ ଏହାପରେ ପଶ୍ଚିମବଙ୍ଗରେ ଆୟୋଜିତ ହୋଇଥାଏ।

ସେନକୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ ରଥଯାତ୍ରାର ପ୍ରତୀକ ଓ ମହାନତା ଦ୍ୱାରା ଅନୁପ୍ରାଣିତ ଅନନ୍ୟ ଅଳଙ୍କାର ଗୁଡିକର ଏକ ଶୃଙ୍ଖଳାକୁ ପରିକଳ୍ପନା କରିଛି। ଆମର ବିଶେଷଜ୍ଞ କାରିଗରମାନେ ଏହି ଅସାଧାରଣ ଡିଜାଇନଗୁଡିକରେ ଭଗବାନଙ୍କ ମୂର୍ତି, ରଥ ଓ ପବିତ୍ର ପ୍ରତୀକ ଗୁଡିକର ସୂକ୍ଷ୍ମ କାରୁକାର୍ଯ୍ୟ କୁ ଅନ୍ତର୍ଭୁକ୍ତ କରିଛନ୍ତି, ଯାହା ଏହି ପବିତ୍ର ପର୍ବ ସହ ଜଡିତ ସମୃଦ୍ଧ ସାଂସ୍କୃତି ଐତିହ୍ୟ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଉଛି।ଅଳଙ୍କାରର ପ୍ରତ୍ୟେକଟି ପିସ୍‌ କୁ ସର୍ବାଧିକ ଯତ୍ନର ସହିତ ହଲ୍‌ମାର୍କ ସୁନାର ବ୍ୟବହାର କରି ନିର୍ମାଣ କରାଯାଇଛି, ଯାହା ଏହି ଅଳଙ୍କାର ଗୁଡିକ ଯେପରି ପିଢି ପରେ ପିଢି ଚାଲିଆସିଥିବା ବହୁମୂଲ୍ୟ କୂଳଗତ ସାମଗ୍ରୀରେ ପରିଣତ ହେବେ ତାହା ସୁନିଶ୍ଚିତ କରୁଛି।

ଏହି ଅବସରରେ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ର ନିର୍ଦ୍ଦେଶକ ଏବଂ ମାର୍କେଟିଂ ଓ ଡିଜାଇନ ବିଭାଗ ମୁଖ୍ୟ ଯୋଇତାସେନ୍ କହିଛନ୍ତି, “ ରଥଯାତ୍ରାର ଈଶ୍ୱରୀୟ ପରିବେଶରେ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ଅଳଙ୍କାର ଏକ ଶୃଙ୍ଖଳା ଉପସ୍ଥାପନ କରିଛି ଯାହା କେବଳ ସୌନ୍ଦର୍ଯ୍ୟତା ନିସୃତ କରିଥାଏ। ଶୁଦ୍ଧ କାରିଗରୀର ମାଷ୍ଟର ପିସ୍ ଏହାର ପ୍ରତ୍ୟେକଟି ଅଳଙ୍କାରକୁ ଏହି ପର୍ବର ପବିତ୍ରତାର ମହତ୍ୱକୁ ଧାରଣ କରିବାପାଇଁ ଡିଜାଇନ କରାଯାଇଛି।ନିଜ ଜୀବନକୁ ଏହି ପର୍ବର ଦିବ୍ୟ ଆଶୀର୍ବାଦ ଆଣିବାପାଇଁ ଆମର ସ୍ୱତନ୍ତ୍ର ରଥଯାତ୍ରା ରିହାତି ହାସଲ କରନ୍ତୁ ଏବଂ ଏହି ହାତରେ ତିଆରି ଚମତ୍କାର ଅଳଙ୍କାର ଗୁଡିକୁ ଭକ୍ତି ଓ ଅତୁଳନୀୟ କାରିଗରୀ ସହ ଅନୁପ୍ରାଣିତ କରିବାକୁ ଅନୁମତି ଦିଅନ୍ତୁ। ଚଳିତ ରଥଯାତ୍ରାରେ ଆପଣଙ୍କର ଉତ୍ସାହ ଓ ଷ୍ଟାଇଲକୁ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ର ନିର୍ମାଣର ଅନୁଗ୍ରହ ସହିତ ଉନ୍ନତ କରନ୍ତୁ।”

ଆପଣଙ୍କର ରଥଯାତ୍ରା ଅନୁଭୂତିକୁ ଉନ୍ନତ କରିବାପାଇଁ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ଡାଇମଣ୍ଡ ମୂଲ୍ୟଉପରେ୧୦% ପର୍ଯ୍ୟନ୍ତ ରିହାତି ଏବଂ ମେକିଂ ଚାର୍ଜ ଉପରେ୨୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି।ଏହି ବ୍ରାଣ୍ଡ ସୁନା ଅଳଙ୍କାର ର ମେକିଂ ଚାର୍ଜ ଉପରେ ୩୫% ପର୍ଯ୍ୟନ୍ତ ରିହାତି ଏବଂ ପୁରୁଣା ସୁନା ଅଳଙ୍କାରର ଏକ୍ସଚେଞ୍ଜ ଉପରେ୦% ବିଯୋଗ ପ୍ରଦାନ କରୁଛି।ଅଫର ସମ୍ପର୍କରେ ଅଧିକ ସୂଚନା ପାଇଁ ଦୟାକରି www.sencogoldanddiamonds.com ରେ ଯାଂଚ କରନ୍ତୁ। ଏହି ଉଲ୍ଲେଖନୀୟ ସୁଯୋଗ ଆପଣଙ୍କୁ ଆମର ଉତ୍ପାଦ ଗୁଡିକର ବୈଭବରେ ନିଜକୁ ନିମଜ୍ଜିତ କରିବା ଓ ରଥଯାତ୍ରାର ଉତ୍ସାହକୁ ଗ୍ରହଣକରିବା ପାଇଁ ଅନୁମତି ଦେଉଛି ଏବଂ ଏହା ସହିତ ଆପଣ କାଳଜୟୀ ଉତ୍କର୍ଷତା ସହ ରଥଯାତ୍ରା ଓ ପାରମ୍ପରିକ ଉତ୍ସବ ଗୁଡିକର ଅନୁଭୂତି ପାଇପାରିବେ।

Leave a Reply

Your email address will not be published. Required fields are marked *