+ ୨ ବିଜ୍ଞାନରେ ସଦର ବ୍ଲକରେ ପଞ୍ଚମ ସ୍ଥାନ ଅଧିକାର କଲେ ଶ୍ରୀଶାନ୍ତ ।

  କଟକ, ୨୧/୬/୨୦୨୪ (ଓଡ଼ିଶା ସମାଚାର)-କଟକ ସଦର ୪୨ ମୌଜା ଅନ୍ତର୍ଗତ ଆଇତଳଙ୍ଗ ଗ୍ରାମର ଶ୍ରୀଶାନ୍ତ ତ୍ରିପାଠୀ ରେଭେନ୍ସା ମହାବିଦ୍ୟାଳୟରୁ +୨ ବିଜ୍ଞାନରେ ୫୫୨ ନମ୍ବର ରଖି ୪୨ ମୌଜା ଟପ୍ପର ହେବା ସହ କଟକ ସଦର ବ୍ଲକରେ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । ସେ ଶ୍ରୀଯୁକ୍ତ ସୁଧାକର ତ୍ରିପାଠୀ ଓ ଶୁଭଶ୍ରୀ ତ୍ରିପାଠୀଙ୍କ ପୁତ୍ର ଏବଂ ଶ୍ରୀରାମ,ଦଧିବାମନପୁର ଶ୍ରୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପୂର୍ବତନ ମେଧା ଛାତ୍ର ଭାବେ  ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି ।

Leave a Reply

Your email address will not be published. Required fields are marked *