ନବୀନ ପଟ୍ଟନାୟକ ବିରୋଧୀ ଦଳର ନେତା  ନିର୍ବାଚିତ

ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳ ଉପନେତା, ମଲ୍ଲିକ ବିରୋଧୀ ଦଳର ମୁଖ୍ୟସେଚତକ, ପ୍ରତାପ ଦେବ ବିରୋଧୀ ଦଳର ଉପମୁଖ୍ୟସେଚତକ

ଭୁବନେଶ୍ୱର,୧୯/୬/୨୦୨୪ (ଓଡ଼ିଶା ସମାଚାର)- ଶଙ୍ଖ ଭବନରେ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡ଼ିର ବିଧାୟକ ଦଳ ବୈଠକ ବସିଥିଲା। ଏହି ବୈଠକରେ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳ ଉପନେତା ଓ ପ୍ରମିଳା ମଲ୍ଲିକ ବିରୋଧୀ ଦଳର ମୁଖ୍ୟସେଚତକ । ସେହିପରି ପ୍ରତାପ ଦେବ ବିରୋଧୀ ଦଳର ଉପମୁଖ୍ୟସେଚତକ ନିର୍ବାଚିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *