ଅର୍ଣ୍ଣଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ବର, ୧୦/୦୫/୨୦୨୪ (ଓଡ଼ିଶା ସମାଚାର)- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦର ପୁପୁଲଗୁଡା ସ୍ଥିତ ଇଣ୍ଟନସିଟି ଫିଟନେସ ଷ୍ଟୁଡିଓ ତରଫରୁ ଅର୍ଣ୍ଣଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅନନ୍ୟାର ମୁଖ୍ୟ ପ୍ରବିଣ, ତାଙ୍କ ଶ୍ରୀମତୀ ସରିଶା, ମାଁ ଘର ଅନୁଷ୍ଠାନର ସଭାନେତ୍ରି ମମତା ମଲ୍ଲିକ, ଐଶ୍ୱର୍ୟ୍ୟା ପାଠୀ, ମାଧବୀ, ଅନୁ, ବିନ୍ଦୁ, ବିବାଶ, ପ୍ରତିସଙ୍କ ସମେତ ବହୁ ପ୍ରବାସୀ ଓଡିଆ ଭାଇ ଭଉଣୀ ଯୋଗଦେଇଥିଲେ। ଏହି ପ୍ରକାର ମନୋରଞ୍ଜନ କାର୍ୟ୍ୟକ୍ରମକୁ ସମସ୍ତଙ୍କ ମଧ୍ୟରେ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଥିଲା।

Leave a Reply

Your email address will not be published. Required fields are marked *