ବିଜେପି ଆଉ ୬ ଆସନରେ ବିଧାନସଭା ପ୍ରାର୍ଥୀ ଘୋଷଣା କଲା

ଭୁବନେଶ୍ବର, ୦୨/୦୫/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟ ବିଜେପି ଆଜି ଆଉ ୮ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଆଜି ଘୋଷଣା ହୋଇଥିବା ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ଘସିପୁରା- ଶମ୍ଭୁନାଥ ରାଉତ, ଭୋଗରାଇ-ଆଶିଷ ପାତ୍ର , ଭଣ୍ଡାରୀପୋଖରୀ- ସୁଧାଂଶୁ ନାୟକ , ବରୀ- ଉମେଶ‌ ଜେନା. ବାରବାଟୀ କଟକ- ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବେଗୁନିଆ- ପ୍ରକାଶ ରଣବିଜୁଳି । ବିଜେପି ଏପର୍ଯ୍ୟନ୍ତ ୧୪୬ଟି ଆସନରେ ପ୍ରାର୍ଥୀ ଘୋଷଣା ସରିଛି। ‌  ନୀଳଗିରି ଆସନରେ କିଏ ପ୍ରାର୍ଥୀ ହେବେ, ତାହା ଜଣାପଡ଼ି ନାହିଁ।

Leave a Reply

Your email address will not be published. Required fields are marked *