ଜଂକିଆ ଥାନା ଅଂଚଳରେ ପୁଲିସର ଫ୍ଲାଗମାର୍ଚ

ନିରାକାରପୁର, ୨୦/୦୪/୨୦୨୪ (ଓଡ଼ିଶା ସମାଚାର)-୨୦୨୪ ସାଧାରଣ ନିର୍ବାଚନ କୁ ଅବାଧ, ନିରପେକ୍ଷ, ଶୃଙ୍ଖଳିତ ମତଦାନ ଲାଗି ଖୋର୍ଦ୍ଧ। ଜିଲ୍ଲା ଜଂକିଆ ପୁଲିସ ପକ୍ଷରୁ ଶନିବାର ବିଭିନ୍ନ ଅଂଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଜଂକିଆ ଥାନା ଅନ୍ତର୍ଗତ ମଳିପଡା, ନରଣଗଡ, ଜଂକିଆ, ଛଣଗିରି,ହଜ ଓ ସିକୋ , କମାଗୁରୁ ଅଂଚଳରେ ଥାନା ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଏବଂ ଅନ୍ୟ ପୁଲିସ ଅଧିକାରୀ, ସିଏପିଏଫ କର୍ମଚାରୀଙ୍କ ସହ ପୁଲିସ ଫୋର୍ସ ଫ୍ଲାଗମାର୍ଚ୍ଚ କରିଥିଲେ ।

Leave a Reply

Your email address will not be published. Required fields are marked *