ପୂର୍ବତନ ବିଧାୟକ ଉତ୍କଳକେଶରୀ ପରିଡା ଗୁରୁତର ଅସୁସ୍ଥ

କେନ୍ଦ୍ରାପଡ଼ା,୧୫/୦୪/୨୦୨୪ (ଓଡ଼ିଶା ସମାଚାର)-ପୂର୍ବତନ କେନ୍ଦ୍ରାପଡା ବିଧାୟକ ତଥା ପୂର୍ବତନ ଜିଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା ହଠାତ ଗୁରୁତର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଛି । ଶ୍ରୀ ପରିଡାଙ୍କୁ ଆଇ.ସି.ୟୁ.ରେ ରଖାଯାଇ ଚିକିତ୍ସା କରାଯାଉଥିବା ତାଙ୍କ ପରିବାର ସୁତ୍ରରୁ ଜଣାପଡିଛି । ତେବେ ତାଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *