କର୍ମବୀର ବରିଷ୍ଟ ସଙ୍ଗଠକ ନାରାୟଣ ଚନ୍ଦ୍ର ମହାନ୍ତି ସମ୍ବର୍ଦ୍ଧିତ ।

କଟକ,୦୨।୦୩।୨୦୨୪ (ଓଡ଼ିଶା ସମାଚାର) : ଜାତୀୟ ସ୍ଥର ସାମ୍ବାଦିକ ସଂଘ୍ (ଭଏସ ଅଫ ମିଡିଆ)ର ବଡମ୍ବା ଆଇବିରେ ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର ଓ କଟକ ଜିଲ୍ଲା ସଭାପତି ଅନିଲ କୁମାର ଦାସଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ କଟକ ସଦର ୪୨ ମୌଜା ପଟଣାର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ, ସାରସତ୍ଵ ସାଧକ ତଥା କର୍ମବୀର ବରିଷ୍ଟ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତିଙ୍କୁ ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର ଏବଂ ଜିଲ୍ଲା କାର୍ଯ୍ୟ କାରିଣୀ ସଭାପତି ଅନିଲ କୁମାର ଦାସ ପ୍ରମୁଖ ଭଏସ ଅଫ ମିଡିଆର  ଉପଦେଷ୍ଟା ଭାବେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀଯୁକ୍ତ ମହାନ୍ତି ନିଷ୍ଠାର ସହ କାର୍ଯ୍ୟ ତୁଲାଇବା ନେଇ ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *