ବିଦ୍ୟୁତ ବିଭାଗର ଦୁର୍ନୀତି ବିରୁଧରେ ସଚେତନତା

ଲଷ୍ମୀପୁର ୨୨/୧୧/୨୦୨୩ (ଓଡ଼ିଶା ସମାଚର/ପ୍ରମୋଦ ଜେନା)-  ଲକ୍ଷ୍ମୀପୁର ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ଠାରେ  ଓଡ଼ିଶାର ଟାଟା ପାୱାର ସାଉଥ୍ରେନ ଡିସଟ୍ରିବୁଶନ ଲିମିଟେଡ଼ ଆନୁକୂଲ୍ୟରେ ଦୁର୍ନୀତି ବିରୁଧରେ ସଚେତନତା ସୃଷ୍ଟି କରାଯାଇଛି।ଏଥିରେ ଚିଫ୍ ଭିଜାଲାନ୍ସ ଅଫିସର ଦଳବିର ସିଂ ବୈରୱାଲ, ସର୍କଲ ଭିଜିଲାନ୍ସ ଅଫିସର ପି.ଭି.ଆର ମୂର୍ତ୍ତି, ଭିଜିଲାନ୍ସ ଅଫିସର ଏସ, କ୍ରିଷ୍ଣା ରାଓ, ସଂଜୀବ କୁମାର ପୌଲ ଓ  ମହା ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଶେଷ କରି ବିଦ୍ୟୁତ ବିଭାଗର ଦୁର୍ନୀତି ବିରୁଧରେ ସଚେତନତା ସୃଷ୍ଟି କରାଇଥିଲେ। ବିଦ୍ୟୁତ ବିଭାଗର ଦୁର୍ନୀତି ରୋକିବା ଦିଗରେ ସଚେତନତା ସୃଷ୍ଟି କରିଥିଲେ।ଏଥିରେ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *