କୁଣ୍ଡି ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ

ମାହାଙ୍ଗା,୧୩/୦୧/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା )-ମାହାଙ୍ଗା ବ୍ଲକ କୁହୁଣ୍ଡା ଠାରେ ଆଜି କୁଣ୍ଡି ସେବା ସମବାୟ ସମିତିର ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ସମିତିର ସଭାପତି…

ପ୍ରସ୍ତାବିତ ଶୀତଳ ଭଣ୍ଡାର କାର୍ୟ୍ୟକାରୀତାକୁ ନେଇ କଳାହାଣ୍ଡିବାସୀ ସନ୍ଦିହାନ

ଭବାନୀପାଟଣା, ୧୩/୦୧/୨୦୨୪ (ଓଡ଼ିଶା ସମାଚାର)- ଏକଦା ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଜିଲ୍ଲା ବର୍ତ୍ତମାନ କୃଷିକ୍ଷେତ୍ରରେ ମାଇଲ ଖୁଣ୍ଟ ସଦୃଶ୍ୟ ହୋଇଛି। କପା ଅମଳରେ ରାଜ୍ୟରେ ପ୍ରଥମ…

କନ୍ଦରପୁର କୃଷକ ସେବା ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଉଦଘାଟିତ

କଟକ ସଦର , ୧୩/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ନୂଆ ଵଜାର କେନ୍ଦ୍ର ସମଵାୟ ବ୍ୟାଙ୍କ ଅଧିନସ୍ଥ କନ୍ଦରପୁର କୃଷକ ସେବା ସମବାୟ ସମିତି…

ମା’ମାନଙ୍କ ସଶକ୍ତିକରଣ କେବଳ ପରିବାରକୁ ନୁହେଁ, ସାରା ସମାଜ ପାଇଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩/୦୧/୨୦୨୪(ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନତା ମଇଦାନଠାରେ ‘କୃଷି ଓଡିଶା-୨୦୨୪’ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କ…

ରାମେଶ୍ବରରେ  ମହାବୀର  ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ବାୟୋଫ୍ଲକ୍ ମତ୍ସ୍ୟ ଚାଷ

                               ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ ସ୍ବାବଲମ୍ବୀ କରିଛି ମାଛ ଚାଷ ନିରାକାରପୁର, ୧୨/୦୧/୨୦୨୪ (ଓଡ଼ିଶା ସମାଚାର)- ମହିଳାମାନଙ୍କ ଦୃଢ଼ ଇଚ୍ଛାଶକ୍ତି ସବୁ ସମ୍ଭବ କରିପାରିବା ସହିତ…

କିଶନନଗର କୃଷକ ସେବା ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଉଦଘାଟିତ

କଟକ ସଦର , ୧୨/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ବିରିଡ଼ି ସମଵାୟ ବ୍ୟାଙ୍କ ଅଧିନସ୍ଥ କିଶନନଗର କୃଷକ ସେବା ସମବାୟ…

ଲୋକେଶ୍ବର ସେବା ସମବାୟ ସମିତିର ବୈଠକ ଅନୁଷ୍ଠିତ

ନିରାକାରପୁର, ୧୧/୦୧/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲା  ବୋତଳମା ଗ୍ରାମପଂଚାୟତ ଅନ୍ତର୍ଗତ ଛତ୍ରପଡା ଗ୍ରାମରେ ବୋତଳମା ପଂଚାୟତ ଅନ୍ତର୍ଗତ ଅଠରାଙ୍ଗ, କୃଷ୍ଣଦାସପୁର, ଆଖୁପଦର, ଗୌଡପାଟଣା,ଡୋଭା, ମାଣିକପୁରପାଟଣା, ବୋତଳମା, ଛତ୍ରପଡା,ବଳଭଦ୍ରପୁର…

ଇଫକୋ ସାର ଉପାଦାନ ସଂପର୍କୀୟ କ୍ରୁଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଖୋର୍ଦ୍ଧା,୧୦/୧/୨୪(ଓଡିଶା ସମାଚାର/ଦୀପକ ପ୍ରଧାନ) -ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ନିଳକଂଠେଶ୍ବର ମନ୍ଦିର ପ୍ରାଙ୍ଗଣ ରେ ଇଫକୋ ସାର ପକ୍ଷରୁ ଏକ କ୍ରୁଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଅଛି। ପୁରୀ…

ଅମଳଧାନ ଖାଇଗଲେ ୨୩ ଟିକିଆ ହାତୀପଲ

ଖୋର୍ଦ୍ଧା,୧୦/୧/୨୪(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଂଜ ନିରାକାରପୁର ରାମେଶ୍ୱର ଅଂଚଳରେ ୨୩ଟିକିଆ ହାତୀପଲ ଉପଦ୍ରବ ଲୋକେ ଭୟଭୀତ। ହାତୀ ଚିତ୍ରକୂଟ ଜଂଗଲରେ ରହୁଥିବା ବେଳେ…