ବୈଜ୍ଞାନିକ ପଦ୍ଧତିରେ ଶୁଖୁଆ ଏବଂ ମାଛର ମୂଲ୍ୟ ଯୁକ୍ତ ପଦାର୍ଥ ପ୍ରସ୍ତୁତି କରଣ ସମ୍ବନ୍ଧୀୟ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ
ଜଗତସିଂହପୁର, ୨୬/୧୧/୨୦୨୫ (ଓଡ଼ିଶା ସମାଚାର)- କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଆନୁକୁଲ୍ୟରେ ଶୁଖୁଆ ଏବଂ ମାଛର ମୂଲ୍ୟ ଯୁକ୍ତ ପଦାର୍ଥ ପ୍ରସ୍ତୁତି କରଣ ବିଷୟରେ ୨ ଦିନିଆ…
