ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଛେଣ୍ଡ ହାଟ ଠାରେ ଦହି ପଣା ବଣ୍ଟନ

ରାଉରକେଲା,୧୩/୦୫/୨୦୨୫ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକ ତଥା ସାହିତ୍ୟିକ ଅନୁଷ୍ଠାନ ସୁବର୍ଣ୍ଣରେଖା ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗ୍ରୀଷ୍ମ ଅବକାଶରେ ତୃଷାର୍ତ୍ତ ମାନଙ୍କୁ ତୃପ୍ତ କରିବା…

ନାଉଗାଁ ବ୍ଲକ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର,୧୩/୦୫/୨୦୨୫ (ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ନାଉଗାଁ ବ୍ଲକ କାର୍ଯ୍ୟାଳୟ  ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି…

ଷ୍ଟ୍ରେଞ୍ଜର୍ସ ଡ୍ୟାନ୍ସ ଏକାଡେମୀର ୭ମ ବାର୍ଷିକ ଉତ୍ସବ ପାଳିତ

ନିମାପଡ଼ା,୧୩/୦୫/୨୦୨୫ (ଓଡ଼ିଶା ସମାଚାର)- ନିମାପଡ଼ାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଷ୍ଟ୍ରେଞ୍ଜର୍ସ ଡ୍ୟାନ୍ସ ଏକାଡେମୀର ୭ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଷ୍ଟ୍ରେଞ୍ଜର୍ସ ଡ୍ୟାନ୍ସ ନାଇଟ ୨୦୨୫ କାର୍ଯ୍ୟକ୍ରମରେ…

ମଧୁସ୍ମିତା ପାତ୍ରଙ୍କ ମାଉଣ୍ଟ ଲବୁଚେ(୬,୧୧୯ମି) ଶୃଙ୍ଗ ଆରୋହଣ

ଭୁବନେଶ୍ୱର,୧୩/୦୫/୨୦୨୫ (ଓଡ଼ିଶା ସମାଚାର)-  ଗଂଜାମ ଜିଲ୍ଲା, ବିଶ୍ୱନାଥପୁର ପଂଚାୟତ,ଗ୍ରାମ: ମହାଶାୟୀ ପେଣ୍ଠ  ର କନ୍ୟା ବର୍ତ୍ତମାନ  ଗୋଷାଣିନୂଆଗାଁ ,ବ୍ରହ୍ମପୁର ନିବାସୀ ମଧୁସ୍ମିତାପାତ୍ର ନେପାଳର ଆଉଏକ ପର୍ବତ ମାଉଣ୍ଟ…

ଭାରତୀୟ ସେନାଙ୍କ ସୁରକ୍ଷା ପାଇଁ ସାମୁହିକ ପ୍ରାର୍ଥନା

(ସୁନୀତିଙ୍କ ନେତୃତ୍ଵରେ ସାମୁହିକ ପ୍ରାର୍ଥନା) ଭୁବନେଶ୍ୱର,୧୩/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଭୁବନେଶ୍ଵର ସ୍ଥିତ ଫରେଷ୍ଟ ପାର୍କଠାରେ ଆଧ୍ୟାତ୍ମିକ ଜାଗରଣ ମଞ୍ଚ ପକ୍ଷରୁ ଡ. ସୁନୀତି ମୁଣ୍ଡଙ୍କ…

ମୟୂରଭଞ୍ଜର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

୩୨୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୩୩ଟି ପ୍ରକଳ୍ପର ଶୁଭ ଉଦ୍‍ଘାଟନ – ୯୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୫୨ ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର…

ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୧୩/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ  ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ସଚିବସ୍ତରୀୟ ବୈଠକ ଖାରବେଳ ଭବନ ସ୍ଥିତ ସମ୍ମିଳନୀ କକ୍ଷରେ…

ନିଶ୍ଚିନ୍ତକୋଇଲି ବ୍ଲକ୍ ଅନାସ୍ଥା ଭୋଟ ସ୍ଥଗିତ

ଅଧ୍ୟକ୍ଷା ରୋଜି ସେଠୀଙ୍କୁ ସାମୟିକ ଆଶ୍ୱସ୍ତି କଟକ ସଦର,୧୩/୦୫/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା)- ଆଜି ମଙ୍ଗଳବାର ଦିନ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ରୋଜି ସେଠୀଙ୍କ ବିରୁଦ୍ଧରେ…

ଇଟିକିଲି ମିଟିକିଲି ଉତ୍ସବ

ନୃତ୍ୟରେ ଝୁମିଲେ ପ୍ରତିଯୋଗୀ ଭୁବନେଶ୍ୱର,୧୩/୦୫/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ପିଲାଙ୍କ ଅନୁଷ୍ଠାନ ଇଟିକିଲି ମିଟିକିଲିର ୩୦ତମ ଉତ୍ସବ ଅବସରରେ ତିନିଦିନିଆ ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଦ୍ୱିତୀୟ ଦିବସ ପ୍ରଥମ କାର୍ଯ୍ୟକ୍ରମ…

“ସହଯୋଗ” ପରିବାର ତରଫରୁ ମାଟ୍ରିକ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ନିରାକାରପୁର,୧୩/୦୫/୨୦୨୫(ଓଡ଼ିଶା ସମାଚାର)- ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ସ୍ଥାନୀୟ ଅଂଚଳର ଏ ୱାନ ଛାତ୍ରଛାତ୍ରୀଙ୍କୁ ଖୋର୍ଦ୍ଧା ଜିଲା ନିରାକାରପୁର ସ୍ଥିତ “ସହଯୋଗ” ପରିବାର ତରଫରୁ…