ଡିପିଏସ୍ କଳିଙ୍ଗରେ ଇଣ୍ଡିଆନ୍ ଆଇଡଲ୍ ବିଜୟିନୀ ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧନା

କଟକ, ୧୪/୦୮/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା )ଇଣ୍ଡିଆନ୍ ଆଇଡଲ୍‌ ସିଜିନ୍-୧୬ର ବିଜୟିନୀ ଜ୍ୟୋତିର୍ମୟୀ ନାୟକଙ୍କୁ ଡିପିଏସ୍ କଳିଙ୍ଗ ପରିସରରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏଠାରେ…

ମୁଖ୍ୟ ଶାସନ ସଚିବଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ କାର୍ଯ୍ୟ ସମୀକ୍ଷା

ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ପାଇଁ  ଅଧିକ ନିଷ୍ଠା ଓ ସଂକଳ୍ପର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଗ୍ରାମୀଣ ବିକାଶରେ ନବ ଜାଗରଣ…

୮୦ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 14 AUG 2026 7:53PM by PIB Bhubaneswar ମୋର ପ୍ରିୟ ଦେଶବାସୀ, ନମସ୍କାର ! ୧. ଆମ ସ୍ୱାଧୀନତା ଦିବସର ପୂର୍ବ…

ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ

ଜଗତସିଂହପୁର,୧୪/୦୮/୨୦୨୬ (ଓଡ଼ିଶା ସମାଚାର)- ଦେଶ ବିଭାଜନରେ ପ୍ରଭାବିତ ଲକ୍ଷ ଲକ୍ଷ ଜନମାନସଙ୍କ ସଂଘର୍ଷ ଓ ବଳିଦାନର ସ୍ମୃତି ଚାରଣ ନିମନ୍ତେ ଆଜି ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ…

ପ୍ୟାନେଲ୍ ଓକିଲ ମାନଙ୍କ ପାଇ ଏକ ତାଲିମ କର୍ମଶାଳା

ଜଗତସିଂହପୁର ୧୪/୦୮/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା…

ଯାଜପୁରରେ ବୈତରଣୀ ନଦୀରେ ବିପଦ ସଙ୍କେତ ଟପିଲା ଜଳସ୍ତର:  ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ପରଖିଲେ ଜିଲ୍ଲାପାଳ

ଯାଜପୁର, ୧୪/୦୮/୨୦୨୬ (ଓଡ଼ିଶା ସମାଚାର )ବୈତରଣୀ ନଦୀର ଉପରମୁଣ୍ଡରେ ସୃଷ୍ଟ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ପୁନର୍ବାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

କଟକ ସଦର ବିଜେପି: ୪୨ ମୈ।ଜା, କନ୍ଦରପୁର, ନେମାଳ  ମଣ୍ଡଳରେ ‘ହର ଘର ତ୍ରିରଙ୍ଗା’ ଶୋଭାଯାତ୍ରା 

କଟକ ସଦର,୧୪/୦୮/୨୦୨୬ (ଓଡ଼ିଶା ସମାଚାର)-ବିଷ୍ଣୁ ବେହେରା): ଦେଶପ୍ରେମ, ଜାତୀୟ ଏକତା ଓ ଦେଶର ଗୈ।ରଵମୟ ସ୍ୱାଧୀନତା ସଂଗ୍ରାମର ସ୍ମୃତିକୁ ଜନମାନସରେ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ‘ହର…

ନେମାଳ ବିଜେପି ମଣ୍ଡଳ ପକ୍ଷରୁ ହର ଘର ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ

ନିଶ୍ଚିନ୍ତକୋଇଲି,୧୪/୦୮/୨୦୨୬(ଓଡିଶା ସମାଚାର /ଅଭୟ ଜେନା)କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନେମାଳ ମଣ୍ଡଳ ପକ୍ଷରୁ  ଗୋପୀନାଥପୁର ଠାରୁ ଜନାର୍ଦ୍ଦନ ପୁର ପର୍ଯ୍ୟନ୍ତ ହରଘରତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି…

ଜଗତସିଂହପୁର ପୌର ପରିଷଦ ପକ୍ଷରୁ “ଘରେ ଘରେ ତ୍ରିରଙ୍ଗା” ଅଭିଯାନ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

ଜଗତସିଂହପୁର, ୧୪/୦୮/୨୦୨୬ (ଓଡ଼ିଶା ସମାଚାର)-ଆଜି ସକାଳ ୮ ଘଟିକା ସମୟରେ ପୌର ପରିଷଦ କାର୍ଯ୍ୟାଳୟ, ଜଗତସିଂହପୁର ଠାରେ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସଙ୍କ ଦ୍ଵାରା ତ୍ରିରଙ୍ଗା…