ଅନଶନକାରୀ ଝରଣା ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତି

ନାଲିଆଖି ଦେଖାଇ ଅନଶନକାରୀ ମହିଳାଙ୍କୁ ଉଠାଇଦେଲା ପୋଲିସ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହେଲେ ଅନଶନକାରୀ କେନ୍ଦ୍ରାପଡ଼ା,୨୫/୦୯/୨୦୨୫(ଓଡ଼ିଶା ସମାଚାର)-ଚଳିତ ସେପ୍ଟେମ୍ବର ୧୮ ତାରିଖରୁ ମଲ୍ଲି ମଳିକ, ଝରଣା ମଳିକ…

୧୪୩ ତମ ପାଣି ଜୟନ୍ତୀ ପାଇଁ ଜନ୍ମମାଟିରେ ପ୍ରସ୍ତୁତି ବୈଠକ

ମାହାଙ୍ଗା,୨୫/୦୯/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା) ପ୍ରଥିତଯଶା ସାରସ୍ୱତ ସାଧକ, ଓଡ଼ିଆ ଗୀତିନାଟ୍ୟ ଜଗତର ମଉଡମଣୀ ଗଣକବି ବୈଷ୍ଣବ ପାଣିଙ୍କ ୧୪୩ ତମ ଜନ୍ମଜୟନ୍ତୀ ଆସନ୍ତା ଅକ୍ଟୋବର…

ଜଗତସିଂହପୁର ଅବକାରୀ ବିଭାଗର ବଡ଼ ସଫଳତା: ୧.୨୦୦କିଗ୍ରା ଗଞ୍ଜେଇ ଓ ଚୋରା  ବିଦେଶୀ ମଦ ସହିତ ଏକ ମୋଟରସାଇକେଲ ଜବତ।

ଜଗତସିଂହପୁର,୨୫/୦୯/୨୦୨୫ (ଓଡ଼ିଶା ସମାଚାର)-  ଅବକାରୀ କମିଶନର ଓ ଜିଲ୍ଲାପାଳ ଜେ. ସୋନାଲଙ୍କ ନିର୍ଦ୍ଦେଶରେ ଜଗତସିଂହପୁର ଜିଲ୍ଲା ଅବକାରୀ ଅଧୀକ୍ଷୀକା ଅନିତା ପ୍ରଧାନଙ୍କ ନେତୃତ୍ୱରେ ତୀବ୍ର ଅଭିଯାନ ସଫଳ…

ଦୁର୍ଗା ପୂଜା ପାଳନ ଉପଲକ୍ଷେ ଶାନ୍ତି କମିଟି ବୈଠକ

ଜଗତସିଂହପୁର,୨୫/୦୯/୨୦୨୫ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ରେ ଜଗତସିଂହପୁର ପୌର ପରିଷଦ ର ସମ୍ମିଳନୀ ପ୍ରକୋଷ୍ଠରେ ଦୁର୍ଗାପୂଜା ନିମନ୍ତେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଅଧ୍ୟକ୍ଷତା…

ଜିଲ୍ଲା ଶ୍ରମ କାର୍ୟ୍ୟାଳୟ ପକ୍ଷରୁ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ

ଯାଜପୁର,୨୫/୦୯/୨୦୨୫ (ଓଡ଼ିଶା ସମାଚାର)-ଶ୍ରମ କମିଶନର,ଓଡିଶାଙ୍କ ନିର୍ଦ୍ଦେଶରେ “ସୁସ୍ଥ ନାରୀ,ଶସକ୍ତ ପରିବାର ଅଭିଯାନ” ଯାଜପୁର ଜିଲ୍ଲା ଶ୍ରମ କାର୍ୟ୍ୟାଳୟ ତରଫରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଯାଜପୁର ରୋଡ, ଯାଜପୁର…

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ

ପଣ୍ଡିତ ଦୀନଦୟାଲ ଭାରତୀୟ ରାଜନୀତିକୁ ନୂଆ ଦିଗଦର୍ଶନ ଦେଇଥିଲେ – ଧର୍ମେନ୍ଦ୍ର ପ୍ରଧାନ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାମାନଙ୍କ ପାଇଁ ପ୍ରେରଣା ଆତ୍ମା ରାମ…

ଉନ୍ନୟନ ଟ୍ରଷ୍ଟ ହାତରେ ଦାରିଙ୍ଗବାଡି ର କଫି ବଗିଚା: ଅଧିକ ପର୍ଯ୍ୟଟକ ଙ୍କ ପରିଭ୍ରମଣ

ବାଲିଗୁଡା,୨୫/୦୯/୨୫(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା ଏବେ…

୨୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଟିପିସିଓଡିଏଲ୍‍ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡିଲେ

ଭୁବନେଶ୍ୱର,୨୫/୦୯/୨୦୨୫(ଓଡ଼ିଶା ସମାଚାର)-ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଭୁବନେଶ୍ୱର ଟିପିସିଓଡିଏଲ୍‍ ସର୍କଲ୍‍-୧ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ । ୨୦ହଜାର ଟଙ୍କା ଲାଞ୍ଚ ନେବାବେଳେ ନିର୍ବାହୀ ଯନ୍ତ୍ରୀ ଆଜି…

ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ ଶେଷ

ଭୁବନେଶ୍ୱର,୨୫/୦୯/୨୦୨୫ (ଓଡ଼ିଶା ସମାଚାର)- ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ ଶେଷ ହୋଇଛି । ମାତ୍ର ୬ଟି କାର୍ଯ୍ୟଦିବସ ପରେ ଗୋଟିଏ ଦିନ ପୂର୍ବରୁ ଏହାକୁ ମୁଲତବୀ ଘୋଷଣା…

ବିଭିନ୍ନ ଦାବି ନେଇ ଗୋଷ୍ଠୀ ସହାୟିକାଙ୍କ ଗଣଧାରଣା : ମିଶନ ଶକ୍ତି ବିଭାଗର ନୂଆ ନିୟମକୁ ବିରୋଧ

ଧାମନଗର,୨୫/୦୯/୨୦୨୫(ଓଡ଼ିଶା ସମାଚାର)-ଧାମନଗର ବ୍ଲକ ମିଶନ ଶକ୍ତି ବିଭାଗର ୩୦ ଗୋଟି ପଂଚାୟତରେ ଥିବା କମ୍ୟୁନିଟି ସପୋର୍ଟ ଷ୍ଟାଫ୍ କର୍ମଚାରୀମାନେ ଇନସେନଟିଭ ଦରମା ପରିବର୍ତେ ସ୍ଥାୟୀ ଦରମା ଦେବା…