ଦେଶସେବା ଫାଉଣ୍ଡେସନର ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା,୨୬/୧୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଇନ୍ଦାଳରେ ଦେଶ ସେବା ଫାଉଣ୍ଡେସନ ପରିବାର ୨୦୧୬ ମସିହାରେ ଗଢି ଉଠିଥିଲା । ଏହାର ତୃତୀୟ ବାର୍ଷିକଉତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥି…

ବେଦଧ୍ଵନୀ ମହୋତ୍ସବ ଉଦଯାପିତ

ଭୁବନେଶ୍ୱର,୨୬/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ଜ୍ୟୋତି କଳା ପରିଷଦ, ଭୁବନେଶ୍ଵର ତରଫରୁ ୟୁନିଟ -୯ ବିଏମସି ପାର୍କ ଫ୍ଲାଟ ଠାରେ ଆୟୋଜିତ ‘ବେଦଧ୍ଵନୀ ମହୋତ୍ସବ‘ ଆଜି ଉଦଯାପିତ…

ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ

କଥା ଦେଇଥିଲି, କଥା ରଖିଲି, କେନ୍ଦୁଝରର ପ୍ରବେଶପଥରେ ଧରଣୀଧରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହେଲା ଧରଣୀଧର ଆମ ପାଇଁ ପ୍ରେରଣା, କେବଳ ଖଣି ଖାଦାନର ମାଟି ନୁହେଁ, ଏ…

ବିଧାନସଭାରେ ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୨୬/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କର ପରଲୋକ ହୋଇଯାଇଛି । ଆଜି ପୂର୍ବାହ୍ନରେ ଶେଷଦର୍ଶନ ନିମନ୍ତେ ବିଧାନସଭା ପରିସରକୁ ତାଙ୍କ ମରଶରୀର ଅଣାଯାଇଥିଲା…

ଚାନ୍ଦବାଲି ନାବାଳିକା ଧର୍ଷଣ ଓ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ବିଧାନ ଦାବିରେ ଏଆଇଏମ୍ ଏସ୍ଏସ୍ ର ବିକ୍ଷୋଭ

ଭୁବନେଶ୍ୱର,୨୬/୧୨/୨୦୨୫(ଓଡ଼ିଶା ସମାଚାର)-ଚାନ୍ଦବାଲି ନାବାଳିକା ଧର୍ଷଣ ଓ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ବିଧାନ ଏବଂ ଉତ୍ତର ପ୍ରଦେଶ ଉନ୍ନାଓ ଧର୍ଷଣ ଅପରାଧୀ ତଥା ବିଜେପି ବିଧାୟକ କୁଲଦୀପ ସିଂହ…

ଆଦିନାଟ୍ୟକାର ଜଗନମୋହନ ଲାଲା ଙ୍କ ୧୧୩ ତମ ସ୍ମୃତି ଉତ୍ସବ

ମାହାଙ୍ଗା,୨୬/୧୨/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା)-ଓଡ଼ିଆ ଯାତ୍ରା ନାଟକର ଏନ୍ତୁଡ଼ିଶାଳ କଟକ ଜିଲ୍ଲା ମାହାଙ୍ଗା ଠାରେ ଆଦି ନାଟ୍ୟକାର ଜଗନ ମୋହନ ଲାଲା ଙ୍କ ୧୧୩ ତମ…

ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ବିୟୋଗରେ ବାଚସ୍ପତିଙ୍କ ଶୋକ

ଭୁବନେଶ୍ୱର,୨୬/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ବିୟୋଗରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ…

କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର,୨୬/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କର ଦେହାନ୍ତ ହୋଇଛି । ୬୭ ବର୍ଷ ବୟସରେ ଭୁବନେଶ୍ବର ସ୍ଥିତ ବାସଭବନରେ ପରଲୋକ ହୋଇଥିବା…

ଖାରବେଳ ଭବନଠାରେ ‘ସୃଜନ’ର ଶୁଭାରମ୍ଭ କଲେ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର

ଜ୍ଞାନର ଆଦାନପ୍ରଦାନ, ନୂତନ ଚିନ୍ତାଧାରା ଓ ସହଯୋଗକୁ ଏହା ପ୍ରୋତ୍ସାହିତ କରିବ ଭୁବନେଶ୍ୱର,୨୬/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ…