ଡ଼. ଏ. ପି. ଜେ. ଅବଦୁଲ କଲାମ ଜନକାଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ଆନୁକୁଲ୍ୟରେ ଅସହାୟଙ୍କୁ ମାଗଣା ଶୀତ ବସ୍ତ୍ର ବଣ୍ଟନ

ଖଲ୍ଲିକୋଟ, ୧୫/୦୧/୨୦୨୬(ଓଡ଼ିଶା ସମାଚାର)- ଶୀତ ଋତୁର ତୀବ୍ର ଶୀତରେ ଅସହାୟ, ଦରିଦ୍ର ଓ ଗରିବ ଶ୍ରେଣୀର ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କୁ ସହାୟତାର…

ପଠାଣି ସାମନ୍ତ ପ୍ଲାନେଟାରିୟମର ଉନ୍ନତିକରଣ , ନବୀକରଣ ପାଇଁ ହେଲା ବୁଝାମଣା

ଭୁବନେଶ୍ୱର,୧୫/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ରାଜ୍ୟର ବିଜ୍ଞାନ, ଜ୍ୟୋତିର୍ବିଜ୍ଞାନ, ଆଷ୍ଟ୍ରୋଫିଜିକ୍ସ ଏବଂ ମହାକାଶ ବିଜ୍ଞାନକୁ ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ନିଭାଉଥିବା ପଠାଣି ସାମନ୍ତ ପ୍ଲାନେଟାରିୟମର ନବୀକରଣ ପାଇଁ…

ଉଦ୍ଧାର ଶିଶୁ ପୁତ୍ରକୁ ନେଇ ଢେଙ୍କାନାଳ ପ୍ରଶାସନ ନାକେଦମ୍

ଶିଶୁକୁ ନେବା ପାଇଁ ପାଳିତ ଦମ୍ପତି  ଓ ଗ୍ରାମବାସୀଙ୍କ ଜିଦ ଢେଙ୍କାନାଳ,୧୫/୦୧/୨୦୨୬ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା  ମୋଟଙ୍ଗା ଥାନା ଅନ୍ତର୍ଗତ ବାଛୁରିବାଙ୍କ ଗ୍ରାମରୁ ଏକ ଶିଶୁ…

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ ସୂଚୀ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ ସଚିବମାନେ ଜିଲ୍ଲା ପରିଦର୍ଶନ ସମୟରେ ପାନୀୟ ଜଳ ପ୍ରକଳ୍ପ ଶୀଘ୍ର ସାରିବା ନେଇ ସମୀକ୍ଷା କରିବାକୁ…

ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

       ଟେଣ୍ଟ ଓ କ୍ୟାଟରିଂ ସେବା କ୍ଷେତ୍ରରେ ମହିଳାଙ୍କ ପ୍ରବେଶ        ୪,୦୦୦ ମହିଳା ଏସ୍‌ଏଚ୍‌ଜି ସଦସ୍ୟା ହେବେ ପ୍ରଶିକ୍ଷିତ        ୯.୩ କୋଟି ବ୍ୟୟ ହେବ…

ବିଲେଇଶୁଣି ମକର ମେଳାର ଶୁଭ ଉଦଘାଟନ

ଗରଦପୁର,୧୫/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର ମିଳନ ସ୍ଥଳ ଗରଦପୁର ବ୍ଲକ୍ ପଳସୁଧା ପାଇକା ନଦୀ ପଠାରେ ଶ୍ରୀ ଶ୍ରୀ ବଜ୍ରମହାକାଳୀ ସାଂସ୍କୃତିକ ପରିଷଦ ପକ୍ଷରୁ ଐତିହାସିକ…

ସଂଘର୍ଷରୁ ସଶକ୍ତିକରଣ: ସନ୍ତୋଷୀଙ୍କ ସାହସକୁ ‘ଆମ ସୁବାହକ’ର ସହଯୋଗ

ଭୁବନେଶ୍ୱର,୧୫/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବ୍ୟକ୍ତିଗତ ସଂଘର୍ଷର ଅନ୍ଧକାର ମଧ୍ୟରୁ ଓଡ଼ିଶାରେ ଜଣେ ସାହସୀ ଏବଂ ଆଶାବାଦୀ ନାରୀର ଅଭ୍ୟୁଦୟ ଘଟିଛି। ଯେତେବେଳେ ଜଣେ ମହିଳା ଆଗକୁ…

ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୧୫/୦୧/୨୦୨୬(ଓଡ଼ିଶା ସମାଚାର)-ସମୀର ଟିଭିଏସ ପକ୍ଷରୁ ଆସନ୍ତା ୨୧ତାରିଖରେ ଦୁହୁରିଆସ୍ଥିତ ସମୀର ଟିଭିଏସ ରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏନେଇ ବୁଧବାର ଅପରାହ୍ନରେ…

ଫକୀର ମୋହନ – ଜୀବନ ହିଁ ଭାଷା ସାହିତ୍ୟର

ଭୁବନେଶ୍ୱର,୧୪/୦୧/୨୦୨୬ (ଓଡ଼ିଶା ସମାଚାର)- ଆଜି ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ଦିନ ୯ଘଟିକା ସମୟରେ ସ୍ଥାନୀୟ…

ବଟମହାପୁରୁଷଙ୍କ ଜନ୍ମ ଜୟନ୍ତୀ

କେନ୍ଦ୍ରାପଡ଼ା,୧୪/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀ ଅଧିନ ନୀଳକଣ୍ଠପୁର ଗ୍ରାମପଂଚାୟତର ନୁଆପାଟଣା ଗ୍ରାମର ବଟମହାପୁରୁଷଙ୍କ ଜନ୍ମ ଜୟନ୍ତୀ ଅବସରରେ ଚର୍ତୁଦଶତମ ଅଷ୍ଟ୍ରପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…