ବିଡିଓଙ୍କ ଟେଲିଫୋନ୍ ନ ଉଠାଇବାରୁ ସହକାରୀ ଯନ୍ତ୍ରୀଙ୍କୁ କାରଣଦର୍ଶାଅ ନୋଟିସ୍

 ବିଜେପି ନେତା ଓ କର୍ମୀଙ୍କ ବିଡିଓଙ୍କ କାର୍ଯ୍ୟାଳୟରେ ୬ଘଂଟା ଧରି ଅପେକ୍ଷା ପରେ ମଧ୍ୟ ସହକାରୀ ଯନ୍ତ୍ରୀ ଆସିଲେ ନାହିଁ ରଘୁନାଥପୁର, ୩୧/୦୧/୨୦୨୬ (ଓଡ଼ିଶା ସମାଚାର)-  ରଘୁନାଥପୁର…

ଶାଳିଜଙ୍ଗା ଶିରିଡି ସାଇ ମନ୍ଦିରର ୯ମ ବାର୍ଷିକ ଉତ୍ସବ ଉଦଯାପିତ – ଶିଳ୍ପମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ରଘୁନାଥପୁର, ୩୧/୦୧/୨୦୨୬ (ଓଡ଼ିଶା ସମାଚାର)-  ରଘୁନାଥପୁର ବ୍ଲକ ଅନ୍ତର୍ଗତ ତଅଁରା ପଂଚାୟତର ଶାଳିଜଙ୍ଗା ଠାରେ ପ୍ରତିଷ୍ଠିତ ଶିରିଡି ସାଇ ମନ୍ଦିରର ୯ମ ବାର୍ଷିକ ଉତ୍ସବ ଗୁରୁବାର ବିଳମ୍ବିତ…

ସୂଚନା ଓ ଲୋକସଂପର୍କ ବିଭାଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଭୁବନେଶ୍ୱର, ୩୧/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସୂଚନା ଓ ଲୋକସଂପର୍କ ବିଭାଗର ଅପରେସନ୍ ସୁପରଭାଇଜର୍ ଶ୍ରୀ  ପଞ୍ଚାନନ ସାହୁଙ୍କୁ ଆଜି ବିଭାଗର କର୍ମଚାରୀ କଲ୍ୟାଣ ସମିତି ପକ୍ଷରୁ…

କଷ୍ଟମାଇଜଡ୍ ସାଲାରୀ ଆକାଉଣ୍ଟ୍ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର, ୩୧/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ ଲିମିଟେଡ୍ (ଓଏଚପିସି) ପକ୍ଷରୁ ଆଜି ଲୋକସେବା ଭବନରେ ଓଏଚପିସିର କର୍ମଚାରୀମାନଙ୍କ ପାଇଁ କଷ୍ଟମାଇଜଡ୍ ୟୁନିଅନ୍…

ବିସ୍ମୟ ପ୍ରତିଭା ଅଦ୍ୱୈତ-ଅତି କମ୍ ବୟସରେ ୪ଟି ବିଶ୍ୱ ରେକର୍ଡର ଅଧିକାରୀ, ଓଡ଼ିଶା ପାଇଁ ଆଣିଲେ ଗୌରବ

ଭୁବନେଶ୍ୱର,୩୧/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପ୍ରତିଭା ବୟସକୁ ଅପେକ୍ଷା କରେ ନାହିଁ—ଏହି କଥାକୁ ପୁଣିଥରେ ସତ୍ୟ ପ୍ରମାଣିତ କରିଛନ୍ତି ମାତ୍ର ୩ ବର୍ଷ ୧୦ ମାସ ବୟସର…

କ୍ୟାବିନେଟ ବୈଠକରେ ମୋଟ ୧୦ ଟି ବିଭାଗର ୧୨ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି 

ଭୁବନେଶ୍ୱର,୩୧/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୩୫ ତମ  ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ…

ବ୍ରହ୍ମପୁର ହଳଦିଆପଦର ସଡ଼କ ଦୁର୍ଘଟଣା ରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି

ଭୁବନେଶ୍ୱର,୩୧/୦୧/୨୦୨୬ (ଓଡ଼ିଶା ସମାଚାର)-  ବ୍ରହ୍ମପୁର ହଳଦିଆପଦର ଓଭର ବ୍ରିଜ୍‌ ନିକଟରେ ୩ଟି ବାଇକ ଉପରେ ଟ୍ରକ ମାଡିଯିବାରୁ ୫ଜଣଙ୍କର ଜବୀନ ଯାଇଛି । ଏହି ଘଟଣା ସମ୍ପର୍କରେ…

ଗାନ୍ଧୀ ସ୍ମୃତି ପୀଠରେ ଜିଲ୍ଲା ସ୍ତରୀୟ ସହିଦ ଦିବସ, ପଲ୍ଲିଶ୍ରୀ ମେଳା ଓ ଫଟୋଚିତ୍ର ପ୍ରଦର୍ଶନୀ

କଟକ,୩୧/୦୧/୨୦୨୬ ( ଓଡିଶା ସମାଚାର/ ଅଭୟ ଜେନା )-ଜାତିର ପିତା ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଉପଲକ୍ଷେ ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମୃତି ପୀଠ ଠାରେ ଜିଲ୍ଲାସ୍ତରୀୟ ଶହୀଦ ଦିବସ…

କଲ୍ୟାଣପୁରରେ ଗାନ୍ଧିଜୀଙ୍କ ୭୮ ତମ ବଳିଦାନ ଦିବସ ପାଳିତ

ମାହାଙ୍ଗା,୩୧/୦୧/୨୦୨୬ ( ଓଡିଶା ସମାଚାର/ଅଭୟ ଜେନା ) ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳ ଅନ୍ତର୍ଗତ କଲ୍ୟାଣପୁର ଗାନ୍ଧୀ ଛକରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୭୮ ତମ ବଳିଦାନ…

ଗିରିଗୋବର୍ଦ୍ଧନ ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ନିଶ୍ଚିନ୍ତକୋଇଲି,୩୦/୦୧/୨୦୨୬(ଓଡିଶା ସମାଚାର /ଅଭୟ ଜେନା)-କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଠାରେ ଗିରି ଗୋବର୍ଦ୍ଧନ ଙ୍କର ନବନିର୍ମିତ ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ…