ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ  ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୭/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷା (UPSC) ରେ ଅଲ୍ ଇଣ୍ଡିଆ ର‍୍ୟାଙ୍କ ୧୦୦ ହାସଲ କରିଥିବା କେନ୍ଦୁଝର ଜିଲ୍ଲା ହାଟଡିହି…

ମୋବାଇଲ୍ ଫୋରେନସିକ୍ ଭ୍ୟାନ ଫ୍ଲାଗ୍ ଅଫ୍

ଭୁବନେଶ୍ୱର,୦୬/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତ ସରକାରଙ୍କ ଦ୍ୱାରା ଫୋରେନସିକ୍ ପୂର୍ବାଧାରକୁ ସୁଦୃଢ଼ କରିବା ପାଇଁ ଗ୍ରହଣ କରାଯାଇଥିବା ପ୍ରୟାସ ଅନୁସାରେ ରାଜ୍ୟ ପାଇଁ ୩୬ଟି ମୋବାଇଲ୍…

ପ୍ରାଚୀନ ଗିରିକ୍ରୋଟ(ଗିରିଧାରୀ ମଠ)ପରିସରରୁ ମୂଲ୍ୟବାନ ଶାଗୁଆନ ଗଛ କଟାଯିବା କାହା ସ୍ୱାର୍ଥରେ ?

କଟକ ସଦର,୦୬/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ ତଥା କିଶନନଗର ତହସିଲ, ଯଶପଡା ଆର୍ ଆଇ ସର୍କଲ, ଯଶପଡା ପଞ୍ଚାୟତର ଓଡ଼ପଡ଼ା ମୈ।ଜାରେ…

ଜାତୀୟ ସୁରକ୍ଷା ମାସ ସଚେତନତା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ୱର,୦୬/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜାତୀୟ ସୁରକ୍ଷା ସପ୍ତାହ/ମାସ ପାଳନ ଅବସରରେ “ସୁରକ୍ଷା ସଚେତନତା ବୃଦ୍ଧି ପାଇଁ ସହଭାଗିତା ଏବଂ ସଶକ୍ତିକରଣ” ବିଷୟବସ୍ତୁ ଉପରେ ଏକ ଚିତ୍ରାଙ୍କନ…

ମାନ୍ୟବର କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀଙ୍କ ଦ୍ୱାରା ଶ୍ୱେତକ୍ରାନ୍ତି ୨.୦ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର,୦୬/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସର୍ବପ୍ରଥମେ, ସମଗ୍ର ରାଜ୍ୟ ପକ୍ଷରୁ, ମୁଁ କେନ୍ଦ୍ର ଗୃହ ଏବଂ ସହକାରୀତା ମନ୍ତ୍ରୀ ମାନନୀୟ ଅମିତ ଶାହାଜୀଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର…

ଯାଜପୁରରେ ମହାସମାରୋହରେ ପାଳିତ ହେଲା ବୌଦ୍ଧିକ ଆଲୋଚନାଚକ୍ର “ଯେ- ଲୋର ୨୦୨୬”

ଯାଜପୁର, ୦୬/୦୩/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲା ମହୋତ୍ସବ “ଯଯାତି-୨୦୨୬”ର ପୂର୍ବାଭାସ ସ୍ୱରୂପ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ, ଯାଜପୁର ଆନୁକୂଲ୍ୟରେ ଏକ ଉଚ୍ଚକୋଟୀର ସାହିତ୍ୟିକ ତଥା…

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଯୋଗ ଏବଂ ଶାରିରୀକ କ୍ରୀଡା ଅନୁଷ୍ଠିତ

ଯାଜପୁର, ୦୬/୦୩/୨୦୨୬ (ଓଡ଼ିଶା ସମାଚାର)- ଆନ୍ତର୍ଜାତିକ ମହିଳା ଦିବସ ୨୦୨୬ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଯାଜପୁର, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ମାଇ ଭାରତ, ଯାଜପୁର ପକ୍ଷରୁ…

ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ

ଯାଜପୁର, ୦୬/୦୩/୨୦୨୬ (ଓଡ଼ିଶା ସମାଚାର)- ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲାର ଫାଷ୍ଟ ଆପିଲେଟ ଅଧିକାରୀ ଓ…

ମାନ୍ୟବର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ବାରା ଇଫ୍‌କୋ ସଲ୍‌ଫୁରିକ୍ ଏସିଡ୍ ପ୍ଲାଣ୍ଟ ଉଦ୍‌ଘାଟନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ପାରାଦୀପ, ୦୬/୦୩/୨୦୨୬ (ଓଡ଼ିଶା ସମାଚାର)-  ପ୍ରଥମେ, ମୁଁ ଦେଶର ବରେଣ୍ୟ ଜନନେତା, ଦୃଢ଼ ପ୍ରଶାସକ,  ଗୃହ ଏବଂ ସହକାରୀତା ମନ୍ତ୍ରୀ, ମାନନୀୟ ଶ୍ରୀ ଅମିତ ଶାହାଜୀଙ୍କୁ ଓଡ଼ିଶାର…