ଦୁଇ ବସ ମୁହାଁ ମୁହିଁ ଧକ୍କା, ବସ ଡ୍ରାଇଭର ଙ୍କ ମୃତ୍ୟୁ

ସୁବର୍ଣ୍ଣପୁର, ୧୦/୦୫/୨୦୨୪ (ଓଡ଼ିଶା ସମାଚାର)- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଡୁଡୁପାଲି ଛକ ଠାରେ ଆଜି ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ୪୫ ମିନିଟ ସମୟରେ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ବାଲିଗୁଡା,୧୦/୦୫/୨୪(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସିନ୍ଦ୍ରିଗାଁ ପଞ୍ଚାୟତର ବୋରୀପଡା ଗ୍ରାମର ବାପୁଜୀ ବେହେରା (୨୩) ନାମକ ଜଣେ ଯୁବକ ବାରିପଟେ ଥିବା…

ଝାରସୁଗୁଡ଼ାରେ ଟ୍ରିପଲ୍ ମର୍ଡର

ଝାରସୁଗୁଡ଼ା, ୦୯/୦୫/୨୦୨୪ (ଓଡ଼ିଶା ସମାଚାର)- ଝାରସୁଗୁଡ଼ାରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ବଣିପାହାଡ଼ ଜଙ୍ଗଲ ପାଖରେ ଏକ କାର୍‌ରେ ମୃତକମାନେ…

ପଳାଶୁଣି ଛକରେ ଦୁର୍ଘଟଣା ,  ଦମ୍ପତିଙ୍କ ମୃତ୍ୟୁ

ଭୁବନେଶ୍ୱର, ୦୮/୦୫/୨୦୨୪ (ଓଡ଼ିଶା ସମାଚାର)- ପଳାଶୁଣି ଛକରେ ବୁଧବାର ଭୋରୁ ଦୁର୍ଘଟଣାରେ ଦୁଇଜଣଙ୍କ ଜୀବନ ଯାଇଛି। ରାସ୍ତା ପାରି ହେଉଥିବା ବେଳେ ୨ଜଣଙ୍କ ଉପରେ ଟ୍ରକ୍‌ ମାଡିଯିବା…

କାଳବୈଶାଖୀ ପ୍ରଭାବ: ବଜ୍ରପାତରେ  ୯ ଗୋରୁଙ୍କ ମୃତ୍ୟୁ 

ବାଲିଗୁଡା,୦୭/୦୫/୨୪:(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।…

ଚିତ୍ରୋତ୍ପଳା ନଦୀରେ ବୁଡି ଯାଇ ଛାତ୍ରର ମୃତ୍ୟୁ

ସାଲେପୁର,୦୨/୦୫/୨୦୨୪(ଓଡିଶା ସମାଚାର /ଅଭୟ ଜେନା ) -ସାଲେପୁର ବ୍ଲକ ଅନ୍ତର୍ଗତ ତରିତୋ ପଞ୍ଚାୟତ ମୁର୍କୁଣ୍ଡି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା  । ଗାଧୋଇବାବେଳେ  ଚିତ୍ରୋତ୍ପଳା ନଦୀରେ ବୁଡ଼ିଯାଇ…

ଟ୍ରକ୍ ଧକ୍କାରେ ସ୍ତ୍ରୀ ମୃତ, ଅଳ୍ପକେ ବର୍ତ୍ତିଲେ ସ୍ଵାମୀ

କଟକ,୦୨/୦୫/୨୦୨୪ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- କଟକ ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ଏକ  ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା ବେଳେ…

ବାପା ର ଭୁଜାଲି ମାଡ଼ରେ ପୁଅର ମୃତ୍ୟୁ

ଭଦ୍ରକ,୦୧/୦୫/୨୦୨୪ (ଓଡ଼ିଶା ସମାଚାର)- ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ପୁଅ ଖାଉଥିବା…

ରାଜନୈତିକ ଗୋଷ୍ଠୀ ସଂଘର୍ଷ, ବୋମା ଓ ଗୁଳିମାଡ଼ – ୨ଜଣ ଆହତ

ନୟାଗଡ଼,୦୧/୦୫/୨୦୨୪ (ଓଡ଼ିଶା ସମାଚାର)- ନୟାଗଡ଼ ଜିଲା ଇଟାମାଟି ଥାନାର ବଉଳସାହି ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି। ବିଜେଡି ଓ ଭାଜପା ସମର୍ଥକଙ୍କ ମଧ୍ୟରେ ବୋମାମାଡ଼ ଏବଂ ଗୁଳିମାଡ଼…