Breaking News : ରେସକ୍ୟୁ ଅପରେସନ  ସଫଳ —  ମହୁ ସଂଗ୍ରହ ପାଇଁ ଯାଇ ପଥରସନ୍ଧିରେ ଫସିଥିବା ନାବାଳକ ଉଦ୍ଧାର  

ନୟାଗଡ଼ ୦୬/୦୫/୨୦୨୬ (ଓଡ଼ିଶା ସମାଚାର)-,ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ବାଉଁଶଗାଡ଼ିଆ ସ୍ଥିତ ଜଙ୍ଗଲ ପଥରଖୋଲରେ ମହୁ ସଂଗ୍ରହ ପାଇଁ ଯାଇଥିବା ନାବାଳକର  ପଥରସନ୍ଧିରେ ମୁଣ୍ଡ…

Breaking News : ଦେଶୀ ବନ୍ଧୁକ ତିଆରି କାରଖାନା ଠାବ : ୩ଟି ଦେଶୀ ବନ୍ଧୁକ ସହ ବ୍ୟବହୃତ ସାମଗ୍ରୀ ଜବତ , ଜଣେ ଗିରଫ

ବାଲିଗୁଡା,୦୬/୦୫/୨୬(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଅଞ୍ଚଳରେ ଏକ ଅବୈଧ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି ।…

୧ କୋଟି ଠକେଇ ଅଭିଯୋଗରେ ବ୍ୟାଙ୍କ ଶାଖା ପରିଚାଳକ ଗିରଫ

ଭିଜିଲାନ୍ସ ଜାଲରେ ଅମିନ ଜୟପୁର/ବଲାଙ୍ଗୀର,୦୬/୦୫/୨୦୨୬ (ଓଡ଼ିଶା ସମାଚାର)-୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ହେରଫେର ଅଭିଯୋଗରେ ଜୟପୁର ଭିଜିଲାନ୍ସ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ମାଲକାନଗିରି ଶାଖା ପରିଚାଳକ…

ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତୁ୍ୟ!

ଢେଙ୍କାନାଳ,୦୬/୦୫/୨୦୨୬ (ଓଡ଼ିଶା ସମାଚାର)- ଅନୁଗୋଳ ମେଟାଲିକ ସ୍ପଞ୍ଜ ଆଇରନ କାରଖାନାରେ ଅଘଟଣ ଘଟିଛି । ମେସିନ୍ ସଫା କରୁଥିବା ବେଳେ ଗ୍ୟାସ୍ ଲିକ୍ ହେବାରୁ ଶ୍ୱାସରୁଦ୍ଧ ହୋଇ…

ସଡ଼କ ଦୁର୍ଘଟଣାରେ ପତି ଗୁରୁତର,ପତ୍ନୀ ମୃତ

ଘଟଗାଁ,୦୩/୦୫/୨୦୨୬ (ଓଡିଶା ସମାଚାର)- ଘଟଗାଁ ଥାନା ନିକଟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଘଟିଯାଇଛି ଏକ ସଡ଼କ ଦୁର୍ଘଟଣା । ଘଟଗାଁ ଥାନା ଗଦାଧରପୁର ଗ୍ରାମର ସୁରେଶ ବେହେରା…

ଆମ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ

ଭୁବନେଶ୍ୱର,୦୩/୦୫/୨୦୨୬ (ଓଡ଼ିଶା ସମାଚାର)- ଆମ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ବାଣୀବିହାର – ରସୂଲଗଡ଼ ରାସ୍ତାର ସତସଙ୍ଗ ବିହାର-ବାଣୀବିହାର ମଝିରେ ଏହି…

ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ,ଦୁଇ ଭାଇ ଗୁରୁତର 

ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ବାଲିଗୁଡ଼ା,୦୩ /୦୫/୨୬ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ଅନ୍ତର୍ଗତ ସୁଡ୍ରା ଗ୍ରାମରେ…

ପୁଣି ଭୂମିକମ୍ପ

ବଲାଙ୍ଗୀର, ୦୨/୦୫/୨୦୨୬ (ଓଡ଼ିଶା ସମାଚାର)- ବୁଧବାର ସନ୍ଧ୍ୟାରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲା ଜିଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଶୁକ୍ରବାର ସନ୍ଧ୍ୟାରେ ପୁଣି କଳାହାଣ୍ଡିରେ ଭୂମିକମ୍ପ…

କଳାହାଣ୍ଡି ଜିଲା ର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ

କଳାହାଣ୍ଡି,୨୯/୦୪/୨୦୨୬ (ଓଡ଼ିଶା ସମାଚାର)- ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୪୨/ ୭ଟା ୪୩ ମିନିଟ ସମୟରେ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହେଇଛି। ଜିଲା ମହକୁମା…