ଗୁଜରାଟରେ ଅନୁଷ୍ଠିତ ଓଡ଼ିଶା ନିବେଶକ ସମ୍ମେଳନୀରେ ପ୍ରାପ୍ତ ନିବେଶ ଉଦ୍ଦେଶ୍ୟ କାର୍ଯ୍ୟକାରିତା ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା
ଭୁବନେଶ୍ୱର,୧୨/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଚଳିତ ମଇ ମାସ ୫ରୁ ୭ ତାରିଖ ମଧ୍ୟରେ ଗୁଜରାଟର ଅହମ୍ମଦାବାଦ, ମୁନ୍ଦ୍ରା ଓ ଭଦୋଦରା ଠାରେ ଆୟୋଜିତ ଓଡ଼ିଶା ନିବେଶକ…
