ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ଵଵି ଓରଫ ପ୍ରଣବ ପ୍ରକାଶ ଦାସ

କଟକ ସଦର , ୨୯/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନିଜର ଅଖଣ୍ଡ କ୍ଷମତା ବଳରେ ଗତ ୨୦୨୨ ମସିହା ଅକ୍ଟୋବର ମାସରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍…

ରାଜ୍ୟସ୍ତରୀୟ ଯୁବ ଉତ୍ସବ-୨୦୨୪ ଆୟୋଜିତ

ରାଜ୍ୟର ୩୦ ଗୋଟି ଜିଲ୍ଲାରୁ ଚୟନିତ ହୋଇ ଆସିଥିବା ପ୍ରତିଯୋଗୀମାନେ ଲୋକନୃତ୍ୟ, ଲୋକସଂଗୀତ, ଗଳ୍ପ ଓ କବିତା ଲିଖନ, ଔପଚାରିକ ବକ୍ତୃତା ଏବଂ ଚିତ୍ରକଳା ଆଦି ପ୍ରତିଯୋଗିତାରେ…

ବିଶ୍ବ ପେଞ୍ଚକ ସିଲଟ୍ ଚମ୍ପିୟାନସିପ ରେ ସୁନ୍ଦରଗଡ ଜିଲ୍ଲା ଖେଳାଳୀଙ୍କ କୃତିତ୍ୱ

ରାଉରକେଲା,୨୬/୧୨/୨୦୨୪ (ଓଡ଼ିଶା ସମାଚାର)-  ଚଳିତ ମାସ ଗତ ୧୮ ତାରିଖ ରୁ୨୨ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ୨୦ତମ ବିଶ୍ବ ପେଞ୍ଚକ ସିଲଟ୍ ଚମ୍ପିୟାନସିପ ୨୦୨୪ ଦୁବାଇ…

ଦେବଗଡରେ ୩୪ତମ ବାମଣ୍ଡା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ କେନ୍ଦ୍ରମନ୍ତ୍ରୀ

ଦେବଗଡ଼କୁ କ୍ରୀଡ଼ା ଭିତ୍ତିକ ଜିଲ୍ଲା କରିବା – ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ କ୍ରୀଡ଼ାବିତ୍ ମାନଙ୍କର ଜିଲ୍ଲା, ଗାଁ ଗାଁରେ ଖେଳ ପ୍ରତି ପିଲାମାନଙ୍କର ବହୁତ ଆଗ୍ରହ ଅଛି…

ଢେଙ୍କାନାଳ ଜିଲ୍ଲା କ୍ରୀଡ଼ା ସଂଘର ଫୁଟବଲ୍ ପ୍ରତିଯୋଗିତାର ଉଦଯାପନୀ ସମାରୋହ

ଢେଙ୍କାନାଳରେ ଖେଲୋ ଇଣ୍ଡିଆ ଓ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ବ୍ୟାପକ କରିବା – ଧର୍ମେନ୍ଦ୍ର ପ୍ରଧାନ ବିଜୟୀ ଟିମକୁ ଶୁଭେଚ୍ଛା ଜଣାଇବା ସହ ଖେଳାଳୀମାନଙ୍କୁ ପୁରସ୍କୃତ କଲେ…

ଆଇଡିସିଏ ୧୯ବର୍ଷରୁ କମ୍ ଶ୍ରବଣବାଧିତ ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବିଜେତା ଓଡିଶା ଦଳକୁ ଶୁଭେଚ୍ଛା ଜଣାଇଲେ ନିର୍ଦ୍ଦେଶିକା ଶ୍ରୀମତୀ ନିୟତି ପଟ୍ଟନାୟକ ।

ଭୁବନେଶ୍ୱର,୨୩/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଇଡିସିଏ ୧୯ବର୍ଷରୁ କମ୍ ଶ୍ରବଣବାଧିତ ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡିଶା ଦଳ ଚାମ୍ପିୟନ । ବିଭିନ୍ନ ପ୍ରତିକୂଳତା ଏବଂ ଆହ୍ୱାନ ସତ୍ତ୍ୱେ…

ପ୍ରଥମ ତାପସ ମେମୋରିଆଲ ୨୯ ତମ ନିମାପଡା କପ କ୍ରିକେଟ ପ୍ରତିଯୋଗିତା ଆସନ୍ତା ୫ ରୁ

ନିମାପଡା, ୨୨/୧୨/୨୦୨୪ (ଓଡ଼ିଶା ସମାଚାର)- ନିମାପଡା ଆଥଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ ନିମାପଡାର ବାରବାଟୀ ପଡିଆରେ ଆସନ୍ତା ୫ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ତାପସ ମେମୋରିଆଲ…

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ : ବ୍ରହ୍ମପୁରକୁ ହରାଇ ଫାଇନାଲ ରେ କେସିଙ୍ଗା – ଦର୍ଶକ ପାଇଲେ ୨୧୦୦ ଟଙ୍କା ।

ଜୁନାଗଡ଼, ୨୨/୧୨/୨୦୨୪ ( ରାକେଶ ବେମାଲ/ଓଡ଼ିଶା ସମାଚାର)-ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ କ୍ରିକେଟ ଦ୍ୱତୀୟ ସେମିଫାଇନାଲ କେସିଙ୍ଗା…

ଆଇଡିଆଲ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

କେନ୍ଦ୍ରାପଡ଼ା, ୨୧/୧୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରସ୍ଥ ଆଇଡିଆଲ ପବ୍ଲିକ ସ୍କୁଲର ୩୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ୧୮ ଓ ୧୯ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି…

ବୀରହନୁମାନଜୀଉ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବ

କେନ୍ଦ୍ରାପଡା,୨୧/୧୨/୨୦୨୪ (ଓଡ଼ିଶା ସମାଚାର)- ନିକିରାଇସ୍ଥିତ ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ଓ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ ଏହି…