ଭୁବନେଶ୍ବର, ୨୪/୦୨/୨୦୨୪ (ଓଡ଼ିଶା ସମାଚାର)- ବଦଳିଲେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି ) କମିଶନର । ରାଜେଶ ପ୍ରଭାକର ପାଟିଲ ହେଲେ ନୂଆ ବିଏମ୍ସି କମିଶନର । ବର୍ତ୍ତମାନର କମିଶନର ବିଜୟ ଅମୃତା କୁଲାଙ୍ଗେ ମାସେ ଛୁଟି ପାଇଁ ଆବେଦନ କରିଥିଲେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ବିଏମ୍ସି କମିଶନର ବଦଳିଲେ – ରାଜେଶ ପ୍ରଭାକର ପାଟିଲ ହେଲେ ନୂଆ କମିଶନର
![](https://eodishasamachar.com/wp-content/uploads/2024/02/BMCoffice.jpg)