କେନ୍ଦ୍ରାପଡ଼ା, ୨୦/୦୨/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ମହାକାଳପଡାର ଚିତରଞ୍ଜନ ଦାସଙ୍କୁ ଦଳ ବିରୋଧୀ କାର୍ଯ୍ୟ ନିମନ୍ତେ ବିଜୁ ଜନତା ଦଳର ରାଜ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ଦଳରୁ ନିଲମ୍ବନ କରାଯାଇଥିବା ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।
ମହାକାଳପଡାର ଚିତରଞ୍ଜନ ଦାସ ବିଜେଡିରୁ ନିଲମ୍ବିତ
