ଜଗତସିଂହପୁର,୧୯।୦୨।୨୦୨୪ (ଓଡ଼ିଶା ସମାଚାର) : ଜଗତସିଂପୁର ଜିଲ୍ଲା ୨୨ ମୌଜା ବାଗଲପୁର ଗ୍ରାମର ଗର୍ବ ଓ ଗୌରବ ସ୍ୱାଧୀନତା ସଂଗ୍ରାମର ବୀର ପୁରୁଷ ଦେଶ ପାଇଁ ନିଜକୁ ବଳୀଦାନ ଦେଇଥିବା ସଂଗ୍ରାମୀ ମହାମାନ୍ୟ ଗୌରାଙ୍ଗ ଚରଣ ଦାସଙ୍କ ଶ୍ରାଦ୍ଧ ଉତ୍ସବରେ କଟକ ସଦର ୪୨ ମୌଜାର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ପୂଜ୍ପୂଜା ଭବନରେ ବ୍ରାହ୍ମ ମୁହୂର୍ତ୍ତରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।