କିଶନନଗର କଲେଜରେ ବିଦ୍ୟାର୍ଥୀ ମାନଙ୍କ ସହ ଭାବ ବିନିମୟ କଲେ ବିଧାୟକ

କଟକ ସଦର (ବିଷ୍ଣୁ ବେହେରା): ଆଧୁନିକ ଯୁଗରେ AI,IT,Innovation ରେ କିପରି ଆତ୍ମ ନିର୍ଭରଶୀଳତା ଛାତ୍ର ସମାଜଙ୍କ ଦ୍ୱାରା ସମ୍ଭବ ହୋଇ ଭବିଷ୍ୟତ ଓ ଦେଶ ମାତୃକାର ସେବାରେ ସହାୟକ ହେବ ସେ ସମ୍ପର୍କରେ ଆଜି ବୁଧବାର ଦିନ ନିଜେ ପଢୁଥିବା କିଶନନଗର କଲେଜରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ବିଦ୍ୟାର୍ଥୀ ମାନଙ୍କ ସହିତ ଭାବ ବିନିମୟ ଅବସରରେ କହିଛନ୍ତି।

ଏହି କାର୍ଯ୍ୟକ୍ରମ ପାଇଁ ଅଧ୍ୟକ୍ଷ ସଂଜୀବ ପଟ୍ଟନାୟକ ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ବିଧାୟକ ଙ୍କୁ ସ୍ୱାଗତ କରିଥିଲେ।

Leave a Reply

Your email address will not be published. Required fields are marked *