ଖୋର୍ଦ୍ଧା,୨୧/୧୧/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) -୧୬ ନମ୍ବର ଜାତୀୟ ରାଜପଥ ଓଭର ବ୍ରିଜ ନିକଟରେ ଦୁର୍ଘଟଣାରେ ଟାଙ୍ଗୀ ଥାନା କନେଷ୍ଟବଳ ଙ୍କ ମ୍ରୁତ୍ୟୁ ଘଟିଛି । ମ୍ରୁତ କନେଷ୍ଟବଳ ହେଉଛନ୍ତି ବିନୋଦ କଅଁର। ସକାଳୁ ଥାନା କାର୍ଯ୍ୟ ରେ ଭୁବନେଶ୍ୱର ଯାଇ ଫେରୁଥିବା ବେଳ ଘଟିଛି ଅଘଟଣ। ନିରାକାରପୁର ପୋଲିସ ଘଟଣାସ୍ଥଳରୁ ବିନୋଦ ଙ୍କ ଓଡି ୦୨ ଡବ୍ଳୁ ୫୬୧୧ ଆପାଦମସ୍ତକ ବାଇକ ଜବତ କରି ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ଥାନା ସବଇନିସପେକ୍ଟର ଦିପାଲିସା ନାୟକ ।
ରାସ୍ତା ଦୁର୍ଘଟଣାରେ କନେଷ୍ଟବଳ ଙ୍କ ମ୍ରୁତ୍ୟୁ
