କଟକ,୧୨।୦୨।୨୦୨୪ (ଓଡ଼ିଶା ସମାଚାର) : ବିଶିଷ୍ଟ ସାହିତ୍ୟିକ,ସାରସ୍ଵତ ସାଧକ,ପ୍ରଶାସକ,ମୟୂରଭଞ୍ଜ ମାଟିର କୃତୀ ସନ୍ତାନ ତଥା ଦୈନିକ ଖବର କାଗଜ “ସମୟ”ର ମୂଖ୍ୟ ସଂପାଦକ ସାତକଡି ହୋତାଙ୍କ ବିୟୋଗରେ କଟକ ସଦର ୪୨ମୌଜା ପଟଣା ଗ୍ରାମର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ ୟାଦନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଉପେଦେଷ୍ଟା ବରିଷ୍ଟ ସାମ୍ବାଦିକ ବସନ୍ତ କୁମାର ରଥ,ପ୍ରଧ୍ୟାପକ ଡକ୍ଟର କଲିମୁଲ୍ଲା,ସଭାପତି କବୀ ସରୋଜ ନଳିନୀ ପରିଜା,କାର୍ଯ୍ୟକାରୀ ସଭାପତି ଶିକ୍ଷକରତ୍ନ ଅଭୟ କୁମାର ଦାସ, ଶିଳ୍ପୀ ଉପେନ୍ଦ୍ର ବାରିକ,ରାଜନୀତିଜ୍ଞ ପ୍ରଭାତ କୁମାର ଖଟୁଆ,ମହାସଚିବ କବି ରୁଦ୍ର ନାରାୟଣ ଦାସ,ସମ୍ପାଦକ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି ପ୍ରମୁଖ ଶୋକ ପାଳିବା ସହିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ତାଙ୍କର ଅମର ଆତ୍ମାର ସଦଗତି ପ୍ରାର୍ଥନା କରିଛନ୍ତି ।
Related Posts
ନ୍ୟାୟିକ ପ୍ରକ୍ରିୟାରେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ଦିଗରେ ଓଡ଼ିଶା ବିଚାର ବିଭାଗୀୟ ଅଧିକାରୀମାନେ ଆଗେଇ ଆସିବା ଉଚିତ: ବାଚସ୍ପତି
ଓଡ଼ିଶା ବିଚାର ବିଭାଗୀୟ ଅଧିକାରୀ (ଶିକ୍ଷାନବିସ)ଙ୍କ ନିମନ୍ତେ ବିଧାନସଭା ପରିସରରେ ଆୟୋଜିତ ଜ୍ଞାନସଂସ୍କାର କାର୍ଯ୍ୟକ୍ରମ ଭୁବନେଶ୍ୱର, ୧୩/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର…
ନରେନ୍ଦ୍ରପୁର ଭାୟା କହ୍ନେଇପୁର ଗ୍ରାମଉନ୍ନୟନ ରାସ୍ତା ନିର୍ମାଣରେ ବାଧା ସୃଷ୍ଟିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି
କେନ୍ଦ୍ରାପଡ଼ା, ୨୩/୦୨/୨୦୨୪ (ଓଡ଼ିଶା ସମାଚାର)-ନରେନ୍ଦ୍ରପୁର ଭାୟା କହ୍ନେଇପୁର ଗ୍ରାମ ଉନ୍ନୟନ ବିଭାଗ ରାସ୍ତା ନିର୍ମାଣରେ ସମସ୍ୟା ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
କେନ୍ଦ୍ରାପଡାର ଝିଅ ରୁଶିକା ପାଇଲେ ସ୍ୱର୍ଣ୍ଣ ପଦକ
କେନ୍ଦ୍ରାପଡ଼ା,୧୧/୧୨/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଝିଅ ରୁଶିକା ମହାନ୍ତି ଏମଡିଏସ ପରୀକ୍ଷାରେ ଶତକଡା ୬୦.୩୩ ପ୍ରତିଶତ ମାର୍କ ରଖି ସ୍ୱର୍ଣ୍ଣ ପଦକ ପ୍ରାପ୍ତ କରିଛନ୍ତି । ରୁଶିକା ହେଉଛନ୍ତି କେନ୍ଦ୍ରାପଡା…
