ଭୁବନେଶ୍ୱର,୧୦/୦୮/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ୧୯୮୪ ISc ଵେଚ ର ବନ୍ଧୁ ମିଳନ ବ୍ରହ୍ମପୁର ହୋଟେଲ ନଂଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ୪୨ ବର୍ଷ ର ଛାତ୍ର ଜୀବନ ର ପୁରାତନ ବନ୍ଧୁ ସମ୍ପର୍କ ର କାହାଣୀ ସବୁ ରୋମଂଥନ ହୋଇଥିଲା ବର୍ତ୍ତମାନ ଜୀବନ ର ବୃତାନ୍ତ କିପରି ଅତିବାହିତ ହେବ ସେସବୁ ଆଲୋଚନା ହୋଇଥିଲା । ଏଥିରେ ଗୌର ଚନ୍ଦ୍ର ମହାପାତ୍ର, ରାଜେନ୍ଦ୍ର ରଥ, ଆଶୁତୋଷ ରଥ, ସତ୍ୟ ନାରୟଣ ସାହୁ, ସତ୍ୟବ୍ରତ ଦାଶ ଓ ଅନେକ ବନ୍ଧୁ ଯୋଗଦାନ କରିଥିଲେ ।
୧୯୮୪ ମସିହା ISc ଵେଚ ର ବନ୍ଧୁ ମିଳନ
