ପରିଣିତା ପରିବାର ର ରଜ ଉତ୍ସବ

ଭୁବନେଶ୍ୱର,୧୬/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ମାନ୍ୟବର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ୱାରା ଆଠ ନମ୍ବର  ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣ ରେ ପରିଣିତା ପରିବାର ତରଫରୁ ରଜ ଉତ୍ସବ ପାଳିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ଅତି ସୁନ୍ଦର,ସୁସଜ୍ଜିତ ଓ ଆକର୍ଷଣୀୟ ଥିଲା ।ଏଥିରେ ଇନର୍ ହ୍ବିଲି କ୍ଲବ ଅଫ୍ ଭୁବନେଶ୍ୱର ରେଡିଆଣ୍ଟ ର ସଦସ୍ୟ। ମଧୁମିତା,ମଞ୍ଜୁଳା,ସାଗରିକା,ରଶ୍ମି, ରୂପଶ୍ରୀ, ସୌମ୍ୟା ଓ ଅନ୍ୟ ସଦସ୍ୟା ମାନେ ମଧ୍ୟ ଉପସ୍ଥିତ ରହି ଏହି ବିଶେଷ ରଜ ପର୍ବ କୁ ଖୁବ୍ ଉପଭୋଗ କରିବା ସହିତ ମଜା ନେଇଥିଲେ  ।

Leave a Reply

Your email address will not be published. Required fields are marked *