ଧର୍ମପରାୟଣ ମହିଳା ବିଜୟଲକ୍ଷ୍ମୀ ଜେନା ଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କଲେ ବହୁ ବ୍ୟକ୍ତିବିଶେଷ 

କଟକ ସଦର,୨୧/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଗତିରାଉତ ପାଟଣା ର ଧର୍ମପରାୟଣ ମହିଳା ତଥା ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସଙ୍ଗୀତ ନିର୍ଦ୍ଦେଶକ ବନ ବିହାରୀ ଜେନା ଓ ଗଗନ ବିହାରୀ ଜେନା ଙ୍କ ବଡ଼ ଭାଉଜ ସ୍ୱର୍ଗତା ବିଜୟଲକ୍ଷ୍ମୀ ଜେନା ଙ୍କୁ ବହୁ ବ୍ୟକ୍ତିବିଶେଷ, ରାଜନେତା, କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଏଥିରେ ସ୍ୱର୍ଗତା ବିଜୟଲକ୍ଷ୍ମୀ ଙ୍କ ପୁଅଵୋହୁ, ଝିଅ ଜ୍ବାଇଁ, ନାତିନାତୁଣୀ ଆତ୍ମୀୟ ସ୍ୱଜନ ଓ ପରିବାର ର ସମସ୍ତ ସଦସ୍ୟ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *