ଦେବାଭିଷେକ ପୂର୍ଣିମାରେ ଗଙ୍ଗା ଆଳତୀ

ଖୋର୍ଦ୍ଧା,୨୫/୧/୨୪(ଓଡିଶା ସମାଚାର/ଦୀପକ ପ୍ରଧାନ) -ଦେବାଭିଷେକ ପୂର୍ଣିମା ରେ ଖୋର୍ଦ୍ଧା ଜିଲ୍ଲା ରମାବିଲି ନିକଟ ମଲାଗୁଣୀ ନଦୀ ତଟ ରେ ଶ୍ରୀ ଶ୍ରୀ ନୃସିଂହ ଦେବ ଓଡ଼ିଶୀ ସଂକିର୍ତନ ମଣ୍ଡଳୀ ଦ୍ୱାରା ଗଙ୍ଗା ଆଳତି ହୋଇଯାଇଅଛି।ଏହି ଆଧ୍ୟାତ୍ମିକ କାର୍ୟ୍ୟକ୍ରମ ରେ ଗାୟକ କାଶୀନାଥ ଜେନା, ବାୟକ କିଶୋର ମଙ୍ଗରାଜ, ଲକ୍ଷ୍ମଣ ଚମ୍ପତି, ପାଳିଆ ବିଜୟ ମହାପାତ୍ର, ଗୋପିନାଥ ସାମନ୍ତରାୟ, ନିତ୍ୟାନନ୍ଦ ମଙ୍ଗରାଜ,ବୁଲୁ ସାହୂ, ଯୁବ ସ୍ୱେଚ୍ଛାସେବୀ କାର୍ତ୍ତିକ ସାମନ୍ତରାୟ, ପ୍ରଭାତ ମଙ୍ଗରାଜ,ସମାଜସେବୀ ଦାଶରଥି ଶ୍ରୀଚନ୍ଦନ ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *